କବିସୂର୍ଯ୍ୟନଗର 🙁 ବ୍ୟୁରୋ )ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ କରାଯାଇଛି ସଭାପତି ରାଜା ରେଡି ଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ସହର ରେ ଏକ ସଚେତନ ରାଲି କରି ଗାଡି ଚାଳନା ରେ ସତର୍କତା ଅବଲମ୍ବନ କରିବା ସହ ନିୟମ ମାନି ବାକୁ ସଚେତନ କରାଇଥିଲେ.. ଏବଂ ସହର ପରିକ୍ରମା କରି ଲୋକଙ୍କୁ ଓ ଚାଳକ ଙ୍କୁ ସୁରକ୍ଷା ବାର୍ତ୍ତା ଦେଇଥିବା ଜଣାଯାଇଛି..








