ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଁ ଦୁଇ ବିଧାୟକ ଙ୍କ ଶୀତଳ ଯୁଦ୍ଧ! ଦୌଡ଼ରେ ଅଛନ୍ତି ଚାରି ଯନ୍ତ୍ରୀ…

Spread the love

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର : ପିଛା ଛାଡ଼ୁନି. ବିବାଦ… ମୁରବୀ ବିହୀନ ହୋଇପଡିଥିବା  କବିସୂର୍ଯ୍ୟନଗର ବ୍ଲକ ରେ ଅଧ୍ୟକ୍ଷ  ବିବାଦ ହାଇକୋର୍ଟ ରେ ପହଂଚି ବିଚାରଧୀନ ରହିଥିବା ବେଳେ  ଏବେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ନେଇ ପୁଣି ଦେଖା ଦେଲାଣି ବିବାଦ.. ସରକାର ବଦଳିଛି, ତା ସତ୍ୱେ ଗାଁ ଗାଁ ରେ ବିଜେଡି-ବିଜେପି କନ୍ଦଳ  ବଢୁଛି.. ସରକାର ବଦଳିବା ପରେ ବିଧାୟକ ବିଜେପି ର ହୋଇଥିବା ବେଳେ ସବୁ ସରପଞ୍ଚ, ସମିତି ସଭ୍ୟ ବିଜେଡି ସମର୍ଥିତ ଅଛନ୍ତି..ହେଲେ ରାଜନୈତିକ ବିବାଦ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିବାଦ କୁ ନେଇ ଚାଲିଛି ଟଣା ଓଟରା.. ଯାହା ସୂଚନା ରହିଛି ଅକ୍ଟୋବର 31 ରେ ବର୍ତମାନ ର AEE କୈଳାଶ ଚନ୍ଦ୍ର ବେହେରା ଅବସର ନେଉଥିବା ବେଳେ ସେହି ପଦବୀ ରେ କିଏ ରହିବ ତାହାକୁ ନେଇ ଦୁଇ ବିଧାୟକ ଙ୍କ ଚାଲିଛି ଶୀତଳ ଯୁଦ୍ଧ..କବିସୂର୍ଯ୍ୟନଗର ବ୍ଲକ ରେ ଆସିକା ଓ କବିସୂର୍ଯ୍ୟନଗର ବିଧାୟକ ଙ୍କ କର୍ତ୍ତୃତ୍ବ ରହିଥିବା ଯୋଗୁଁ ଆସିକା ବିଧାୟକ ଙ୍କ ସୁପାରିଶ ପ୍ରମୋଦ କୁମାର ପାଢ଼ୀ ଙ୍କ ସପକ୍ଷରେ ଥିବା ବେଳେ କବିସୂର୍ଯ୍ୟନଗର ବିଧାୟକ ନିୟମ ଅନୁଯାଇ କରିବାକୁ କହିଛନ୍ତି,  କିନ୍ତୁ  AEE  ପଦବୀ ପାଇଁ ଯୋଗ୍ୟ ବିବେଚିତ  ଥିବା କାଁହୁ ଚରଣ ପଣ୍ଡା ଙ୍କୁ ବଦଳି ପାଇଁ କହୁଥୁବା ଆଲୋଚନା ହେଉଛି.. କିନ୍ତୁ କୁହାଯାଉଛି ଯେ ଏହି ବ୍ଲକ ରେକନିଷ୍ଠ ଯନ୍ତ୍ରୀ ରୁ ପଦୋନ୍ନତି ପାଇ 4 ଜଣ ଯୋଗ୍ୟ ଥିବା ବେଳେ  ଏବେ AEE ଦୌଡ଼ରେ ସେମାନେ ଅଛନ୍ତି…ଯଦିଓ କୁହାଯାଏ…ଏହି ବ୍ଲକ ରୁ ପଦୋନ୍ନତି ପାଇ ବଦଳି ହୋଇ ଯାଇଥିବା ଯନ୍ତ୍ରୀ ପୁଣି କବିସୂର୍ଯ୍ୟନଗର କୁ ଆସିଥିବା କାଁହୁ ଚରଣ ପଣ୍ଡା ସେହି ପଦବୀ ପାଇଁ ଯୋଗ୍ୟ ଥିବା ବେଳେ.

ଦ୍ଵିତୀୟ ରେ ଅଛନ୍ତି ରମେଶ ଚନ୍ଦ୍ର ଲେଙ୍କା, ସେହିପରି ଅନ୍ୟ ଜଣେ ବ୍ରଜବଲ୍ଲବ  ପାଢ଼ୀ ତୃତୀୟ ସ୍ଥାନ ରେ ଥିବା ବେଳେ କନିଷ୍ଠ ଭାବେ ପ୍ରମୋଦ କୁମାର ପାଢ଼ୀ ରହିଥିବା କୁହାଯାଇଛି.. କିନ୍ତୁ ସରକାର ବଦଳିବା ପରେ ଯଦିଓ ମୁଖ୍ୟମନ୍ତ୍ରୀ ଅନିୟମିତତା ଓ ଦୁର୍ନୀତି କୁ ପ୍ରଶୟ ଦେଉନାହାନ୍ତି ବୋଲି ପ୍ରଚାର ହେଉଛି  ସେହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ବ୍ଲକ ରେ ସହକାରୀ ନିର୍ବାହୀ ଯନ୍ତ୍ରି ନିଯୁକ୍ତି ରେ କେତେ ସ୍ୱଛତା ରହିବ ତାହା ଦେଖୁବାକୁ ବାକି ରହିଲା..

  • Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 14 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 45 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 76 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ