କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

Spread the love

ପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ସମା ସ୍ଥିତ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ରାଣୀ ଗାଁ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ଉତ୍ସବ ର ପ୍ରଥମ ଅଧିବେଶନରେ,
ସି ଆର୍ ସି ସି ବିନାୟକ ସାହୁ,ଓ ବଳରାମ ସେଠୀ ସମେତ ଅନ୍ୟ ବରିଷ୍ଠ ଶିକ୍ଷକ ମାନେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ,ପି ଏମ୍ ପୋଷଣ ଚିତ୍ରକଳା, ସଙ୍ଗୀତ, ସୃଜନଶୀଳ ଲିଖନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚିଙ୍ଗୁଡ଼ି ଘାଇ ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ବରଗାଁ ଉଚ୍ଚ ବିଦ୍ୟାଳୟ ରପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ,ସି ଆରସିସି ବିନାୟକ ସାହୁ ଓ ଅନ୍ୟାନ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।

ଅନୁଷ୍ଠିତ ଉତ୍ସବ କୁ ରାଣୀ ଗାଁ କ୍ଳଷ୍ଟର ସିଆର୍ ସି ସି, ବିନାୟକ ସାହୁ ସଭା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ବିନୋଦ ବିହାରୀ ଦାସ, ମୃତ୍ୟୁଞ୍ଜୟଦାସ, ସନ୍ତୋଷ କୁମାର ଆଚାରୀ , ଭାଗିରଥି ପୋଲାଇ, ମନୋଜ ସାହୁ, ସମସ୍ତ
କର୍ମଚାରୀମାନେ ଓ ଅନ୍ୟାନ୍ୟ ବିଦ୍ୟାଳୟ ରୁ ଆସିଥିବା ଗାଇଡ୍ ଶିକ୍ଷକ ମାନେ କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସହଯୋଗ କରିଥଲେ।

କେ.ଆଵାଲ୍ୟ ରେଡି ମଞ୍ଚ ପରିଚାଳନା କରିଥିଲେ
ଓ ସଂସ୍କୃତ ଶିକ୍ଷକ ବିନୋଦ ବିହାରୀ ଦାସ ଶାନ୍ତି ପାଠ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।

  • jmjnewso

    Related Posts

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    Spread the love

    Spread the loveନିମ୍ନମାନର ଫେଭର ବ୍ଲକ୍ କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଲୁହା ରଡ୍ ଓ ଠେଙ୍ଗାରେ ଆକ୍ରମଣରେ ୩ ଜଣ ଗୁରୁତର ଆହତ । ଘଟଣା ଘଟିଛି…

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    Spread the love

    Spread the loveବୁଗୁଡ଼ା,୦୧/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଖୋଳଖାଳି ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର…

    Leave a Reply

    Your email address will not be published. Required fields are marked *

    You Missed

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ନିମ୍ନମାନର କାମକୁ ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ଦୁଇ ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଚାରି ଆହତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୬ଅନୁଷ୍ଠିତ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଆଜି ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡

    ଛାତ୍ର ସଂସଦ ନିର୍ବାଚନ କୁ ନେଇ ମନ୍ତ୍ରୀଙ୍କ ଭ୍ରମାତ୍ମକ ମନ୍ତବ୍ୟ ¡