ଯୌତୁକ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଜେଏମଜେ ବ୍ୟୁରୋ : ଯୌତୁକ ଉତ୍ପୀଡ଼ନ ମାମଲାରେ ସାବଧାନ ରୁହନ୍ତୁ, ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସବୁଠୁ ଅଧିକ ଦୁରୁପଯୋଗ ହେଉଥିବା ୨-୪ଟି ଆଇନ ନାଁ ଯଦି ପଚରାଯାଏ, ତବେ ଯୌତୁକ ଉତ୍ପୀଡ଼ିନ ସହ ଜଡ଼ିତ ଆଇନ…
ବାତ୍ୟା “ଦାନା”ସତର୍କତା
ଜେଏମଜେ ବ୍ୟୁରୋ : ବାତ୍ୟା ପ୍ରଭାବରେ କାଲି ୭ ଜିଲ୍ଲାରେ ପ୍ରବଳ ବର୍ଷିବ-ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି-ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ-ମୟୂରଭଞ୍ଜ, ଜଗତସିଂହପୁର, କଟକରେ ଅତି ପ୍ରବଳ ବର୍ଷିବ-କିଛି ସ୍ଥାନରେ ୨୦ରୁ…
ସୁପ୍ରିମକୋର୍ଟରେ ‘ଲେଡି ଅଫ୍ ଜଷ୍ଟିସ’ର ନୂଆ ମୂର୍ତ୍ତି..ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ।
ଜେଏମଜେ ବ୍ୟୁରୋ : ସୁପ୍ରିମକୋର୍ଟରେ ‘ଲେଡି ଅଫ୍ ଜଷ୍ଟିସ’ର ନୂଆ ମୂର୍ତ୍ତି..ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ…
ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ଅଣଓଡ଼ିଆଙ୍କ ପାଇଁ ବିଜେଡି କାହିଁକି ଏଭଳି ଓକିଲାତି କରୁଛି?
ଜେଏମଜେ ବ୍ୟୁରୋ : ଓଡ଼ିଶାର ସର୍ବବୃହତ୍ ଆଂଚଳିକ ଦଳ ବିଜେଡି ପାଇଁ ‘ପାଣ୍ଡିଆନ’ ଏବେ ବୋଝ ପାଲଟି ଯାଇଛନ୍ତି । ତାଙ୍କପାଇଁ ଦଳ ବିଭାଜନ ଆଡ଼େ ମୁହାଁଇଲାଣି, ତଥାପି ବିଜେଡି ନେତାମାନଙ୍କ ଜ୍ଞାନ ଉଦୟ ହେଉନି । ଓଲଟା ଗଣମାଧ୍ୟମକୁ ଡାକିହାକି…
ମଦ୍ରାସା କୁ ନେଇ ତେଜିଲା ରାଜନୀତି.
ମଦ୍ରାସା ବୋର୍ଡକୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିସିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ…
ଓଡ଼ିଶାରାଜ୍ୟ ସଡ଼କ ନୀତି ପ୍ରସ୍ତୁତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
ଜେଏମଜେ ବ୍ୟୁରୋ : ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ ନେଟ୍ୱାର୍କର ସଫଳ କାର୍ୟ୍ୟ କାରିତା…
ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା
ଜେଏମଜେ ବ୍ୟୁରୋ : ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା…ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ବାସ୍ଥ୍ୟବୀମା ଖୁବଶୀଘ୍ର ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଙ୍ଗଳବାର ସୂଚନାଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ…
ବଦଳିଲା ସ୍କୁଲ ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ..
ଜେଏମଜେ ବ୍ୟୁରୋ : ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ। ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ବଦଳିଲା। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର…
ତୀର୍ଥ ଯାତ୍ରା ରୁ ମହାଯାତ୍ରା..
ଜେଏମଜେ ବ୍ୟୁରୋ : ଗଞ୍ଜାମ ପୋଲସରା ରୁ ଉତ୍ତର ଭାରତ ଅଭିମୁଖେ ବସ ଯୋଗେ ତୀର୍ଥଯାତ୍ରା ରେ ଯାଇଥିଲେ 45 ଯାତ୍ରୀ..ଅକ୍ଟୋବର 2 ରେ ଘରକୁ ଫେରିବାର ଥିଲା ହେଲେ କବିସୂର୍ଯ୍ୟନଗର ର ପଦ୍ମନାଭ ରଥ ଓ ତାଙ୍କ ସ୍ତ୍ରୀ ସେହି…
ପ୍ରତିବର୍ଷ ଏଠି ‘ସ୍ୱାମୀ’ ବଦଳାନ୍ତି ମହିଳା: ମେଳାରେ ବାଛନ୍ତି ମନ ପସନ୍ଦର ପୁରୁଷ!
ଜେଏମଜେ ବ୍ୟୁରୋ : ଭାରତରେ କିଛି ଗ୍ରାମ ଅଛି ଯେଉଁଠାରେ ଆଜିର ଉନ୍ନତ ସହରଗୁଡ଼ିକ ମଧ୍ୟ ସେମାନଙ୍କ ନିୟମ ସାମ୍ନାରେ ଫେଲ ମାରନ୍ତି । ଗତ କିଛିବର୍ଷ ମଧ୍ୟରେ ଲିଭ୍-ଇନ୍ ର ସଂକଳ୍ପ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ।ମେଟ୍ରୋ ସହରରେ କାମ…








