ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ଯୋଜନା ପରିପୁର୍ତ୍ତି ଅଭିଯାନ

ଖଲିକୋଟ : ଜେଏମଜେ ନ୍ୟୁଜ : ଓଡିଶା ଗ୍ରାମୀଣ ବ୍ୟାଙ୍କ କହ୍ନେଇପୁର ଶାଖା ଆନୁକୂଲ୍ୟରେ କହ୍ନେଇପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜନ ସୁରକ୍ଷା ଯୋଜନା ଅଧିନରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୁର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ…

ଶ୍ରୀମନ୍ଦିର ସୁରକ୍ଷା ଆଇନ ; କଠୋର ଦଣ୍ଡବିଧାନ ପାଇଁ ସରକାରଙ୍କୁ ପ୍ରସ୍ତାବ

ପୁରୀ ୦୬।୦୮ : (ଜେଏମଜେ ବ୍ୟୁରୋ ): ବଦଳିବ ଶ୍ରୀମନ୍ଦିର ଆଇନ । ଆହୁରି କଠୋର ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ରେ ସଂଶୋଧନ ପାଇଁ ରାଜ୍ୟ ଆଇନ ବିଭାଗ…

ବନ୍ଦ ହେଇଯିବ ୫୦ ବର୍ଷ ପୁରୁଣା ରେଜିଷ୍ଟ୍ରୀ ଡାକ ସେବା.

ଜେଏମଜେ ବ୍ୟୁରୋ : ଖୁବ୍‌ ଶୀଘ୍ର ବନ୍ଦ ହେବ ରେଜିଷ୍ଟ୍ରଡ୍‌ ପୋଷ୍ଟାଲ ସର୍ଭିସ୍‌। କାରଣ ଭାରତୀୟ ଡାକ ବିଭାଗ ଏହାର ପଞ୍ଜିକୃତ ଡାକ ସେବାକୁ ବନ୍ଦ କରିବାକୁ ଯୋଜନା କରୁଛି। ବିଭାଗ ଏହି ସେବାକୁ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରିବାକୁ…

ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା ।

ପୀଡ଼ିତାଙ୍କ ମୃତୁ ପରେ ବି ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେ ବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । କେଉଁ ପରିସ୍ଥିତିରେ ତାଙ୍କର ମୃତୁ ହେଲା । ଏବେ ପ୍ରଶ୍ନ ଆସୁଛି ତାଙ୍କୁ…

ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ.

ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୧ ଅଗଷ୍ଟ ଯାଏ ନାମାଙ୍କନପତ୍ର ଦାଖଲ ହେବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ହେବ ଭୋଟିଂ ।…

୨୦୨୪ ଲୋକସଭା ନିର୍ବାଚନରେ ହେରଫେର ହୋଇଥିଲା,ଆମ ପାଖରେ ତଥ୍ୟ ପହଞ୍ଚିଛି: ରାହୁଲ

ଜେଏମଜେ ବ୍ୟୁରୋ : ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଶନିବାର କଂଗ୍ରେସ ଆଇନଗତ ଟିମର କନଫରେନ୍ସରେ ରାହୁଲ ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ…

ବଳଙ୍ଗା ଘଟଣା ରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହାନ୍ତି : ପୋଲିସ ତଦନ୍ତ ରିପୋର୍ଟ.

ଜେଏମଜେ ବ୍ୟୁରୋ : ଗତ ଜୁଲାଇ ୧୯ ତାରିଖରେ ପୀଡ଼ିତାଙ୍କ ଦେହରେ ଲାଗିଥିଲା ନିଆଁ। ଆଉ ଠିକ୍ ଦୁଇ ସପ୍ତାହ ପରେ ଆଜି ସେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ପରେ ଆଜି ଓଡ଼ିଶା ପୁଲିସ ଦେଇଛି ବଡ଼ ସୂଚନା। ତେବେ…

ଲାଲକିଲ୍ଲାରେ ନିଜର ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ମାଗିଲେ ମୋଦି

ଜେଏମଜେ ବ୍ୟୁରୋ : ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ । ଏହି ବର୍ଷ ଦେଶ ଏହାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ବିଭିନ୍ନ ସ୍ଥାନରେ…

ଆଜିଠାରୁ UPI ନିୟମରେ ପରିବର୍ତ୍ତନ.

ଜେଏମଜେ ବ୍ୟୁରୋ : ଆଜିଠାରୁ ୟୁପିଆଇରେ ଲାଗୁ ହେଲା ନୂଆ ନିୟମ। ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ। ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ ହେଲା। ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିହେବ। ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍‌…

ଅପରେସନ୍ ସିନ୍ଦୁର ଉପରେ ବିତର୍କ: ଆରମ୍ଭରୁ ବିରୋଧୀଙ୍କ ନାରାବାଜି, କଟାକ୍ଷକଲେ ମନ୍ତ୍ରୀ, ବୈଜୟନ୍ତ ଓ ସପ୍ତଗିରି ରଖିବେ ଆଭିମୁଖ୍ୟ

ଜେଏମଜେ ବ୍ୟୁରୋ : ମୌସୁମୀ ଅଧିବେଶନରେ ସୋମବାର ସଂସଦ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁଥିରେ ବିଜେପି-ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳମାନେ ନିଜର ଶୀର୍ଷ ନେତାମାନଙ୍କୁ କହିବାକୁ ସୁଯୋଗ ମିଳିଛି।…