ଏଣିକି ସ୍କୁଲ ଛାତ୍ରୀଛାତ୍ରଙ୍କୁ ମିଳିବ ଏକକ ପରିଚୟ ପତ୍ର
ଜେଏମଜେ ବ୍ୟୁରୋ : ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ହେବ ଏକକ ପରିଚୟ ପତ୍ର। ସମସ୍ତ ସରକାରୀ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଆଇଡେଣ୍ଟିଫିକେଶନ ନମ୍ବର ମିଳିବ। ଆଧାର କାର୍ଡ ପରି ଏକ ସ୍ବତନ୍ତ୍ର ଆଇଡି ପ୍ରସ୍ତୁତ କରାଯିବ। ପିଲାଙ୍କ ଶିକ୍ଷାଗତ ଯୋଗ୍ୟତାଠାରୁ…
ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ:୩୬ ଜଣ ଓଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ
ଦଶହରା ପୂର୍ବରୁ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। 36 ଜଣ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିବା ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର…
ଆସନ୍ତା ୨୭ରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ
ଜେଏମଜେ ବ୍ୟୁରୋ : ଆସନ୍ତା ୨୭ତାରିଖରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀପାଈଁ ସ୍ଥିର ହୋଇଛି..ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଡାକିଛନ୍ତି ।…
ରାଜନୈତିକ ଅସ୍ଥିରତା ଭିତରେ ଛନ୍ଦି ହୋଇଯାଇଛି କବିସୂର୍ଯ୍ୟନଗର NAC.. କାଉନସିଲ ବୈଠକ ସରିବାର 39 ଦିନ ପରେ ମଧ୍ୟ କାଉନସିଲର ଙ୍କୁ ମିଳିନି ବୈଠକ କପି
ଜେଏମଜେ ବ୍ୟୁରୋ : ରାଜନୈତିକ ଅସ୍ଥିରତା ଭିତରେ ଛନ୍ଦି ହୋଇଯାଇଛି କବିସୂର୍ଯ୍ୟନଗର NAC.. କାଉନସିଲ ବୈଠକ ସରିବାର 39 ଦିନ ପରେ ମଧ୍ୟ କାଉନସିଲର ଙ୍କୁ ମିଳିନି ବୈଠକ କପି.. ଆଜି ଉପାଧ୍ୟକ୍ଷ ଙ୍କ ସମେତ 14 ଜଣ କାଉନ୍ସିଲର ନିର୍ବାହୀ…
ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଲା ଓଡିଶା ପୁଲିସ ସଂଘ
ଜେଏମଜେ ବ୍ୟୁରୋ : ଭରତପୁର ଥାନାରେ ଜଣେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ଘଟଣାରେ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ପରେ ଏହାର ପ୍ରତିବାଦ କରିଛି ଓଡ଼ିଶା ପୁଲିସ ସଂଘ। ସଂଘ ପକ୍ଷରୁ ଶନିବାର କଟକରେ ଏକ…
୨୨ ଓ ୨୩ ତାରିଖ ଭୀଷଣ ବର୍ଷା, କୋହଲା ପାଗ ସାଙ୍ଗକୁ ବଜ୍ରପାତ: ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣ ଜାରି.
ଜେଏମଜେ ବ୍ୟୁରୋ : ୨୨ ତାରିଖ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୪ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ ୨ ଜିଲ୍ଲା ଢ଼େଙ୍କାନାଳ, ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ…
ବଦଳିବ ମୁଖ୍ୟମନ୍ତ୍ରୀ ଙ୍କ ଠିକଣା :ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହିବେ ମୋହନ ମାଝୀ
ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳିବ । ଲୋୟର ପିଏମ୍ଜିରୁ ରାଜପଥ (ଏଜିରୁ ରାଜଭବନ) ରାସ୍ତାକୁ ଉଠି ଆସିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଅଭିଯୋଗ ପ୍ରକୋଷ୍ଠ ପାଖରେ ଭିଆଇଆଇଆଇଏମ୍ଆର୍-୩ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳାରେ…
ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ’
ଜେଏମଜେ ବ୍ୟୁରୋ : ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ଏଥିନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ ।’ ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା…
ଏମ୍ଏସ୍ପି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର , ଧାନସଂଗ୍ରହ କରୁଥିବା ଗାଡ଼ିର ହେବ ଜିପିଏସ୍ ଟ୍ରାକିଂ
ଜେଏମଜେ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ୍ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି । ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା…
ଇ-କେୱାଇସି ଧରୁଛି ଭୂତ ହିତାଧିକାରୀ । ଚିହ୍ନଟ ହେଲେଣି ପ୍ରାୟ ୨୦ଲକ୍ଷ ଭୂତ ହିତାଧିକାରୀ
ଜେଏମଜେ ବ୍ୟୁରୋ : ନୂଆ ସରକାର ଆସୁ ଆସୁ ଅନିୟମିତତା ବା ହେରଫେର ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି। ବିଶେଷକରି ରାସନକାର୍ଡରେ ବ୍ୟାପକ ଅନିୟମିତତା ନେଇ ମନ୍ତ୍ରୀ କହିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।ଅଗଷ୍ଟ…














