କୁକୁର ଗଣତି ପାଇଁ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଫଳ ଶୂନ୍ୟ

ଜେଏମଜେ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ। ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ଫଳ ଶୂନ । ସ୍ଥିତି ଏପରି…

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଜେଏମଜେ ବ୍ୟୁରୋ : ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ…

କଟକ ସହରରେ କର୍ଫ୍ୟୁ କୋହଳ, ସହରରେ ସ୍ଥିତି ସ୍ବାଭାବିକ

କଟକ : (ଜେଏମଜେ ବ୍ୟୁରୋ ):କଟକ ସହରରେ କର୍ଫ୍ୟୁ କୋହଳ । ପରବର୍ତ୍ତୀ ନିର୍ଦ୍ଦେଶ ଆସିନଥିବାରୁ କର୍ଫ୍ୟୁ କୋହଳ କରାଯାଇଛି । ସହରରେ ସ୍ଥିତି ସ୍ବାଭାବିକ ରହିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା । ପରବର୍ତ୍ତୀ…

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା, ବିଶୃଙ୍ଖଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।

ଜେଏମଜେ ବ୍ୟୁରୋ : ଆଗାମୀ ୩୬ ଘଣ୍ଟା ପାଇଁ କଟକରେ ଲାଗୁ ହେଲା କର୍ଫ୍ୟୁ । କଟକ ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା…

ଆସନ୍ତାକାଲି କଟକ ବନ୍ଦ: ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ: ବନ୍ଦ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ

ଜେଏମଜେ ବ୍ୟୁରୋ : କଟକରେ ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ମାମଲାରେ ଫେରୁଛି ଶାନ୍ତି । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ…

କଟକରେ ଆଜି ଠାରୁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ଜେଏମଜେ ବ୍ୟୁରୋ : କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି, ଯାହା ହିଂସାତ୍ମକ ଘଟଣା ଘଟାଇଛି। ଇଣ୍ଟରନେଟର ଅପବ୍ୟବହାର ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାରଣ…

କଟକରେ ଉତ୍ତେଜନା: ଡିଏସ୍‌ପିଙ୍କୁ ମାଡ଼ ପରେ ବ୍ୟାପକ ପୁଲିସ ମୁତୟନ

ଜେଏମଜେ ବ୍ୟୁରୋ : ଦିନକୁ ପୂର୍ବରୁ ଐତିହାସିକ କଟକ ସହରରେ ଘଟିଥିବା ଘଟଣା ନେଇ ଏଠାରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ କଟକ ସହର ଭିତରେ ଜଣେ ଡିଏସ୍‌ପିଙ୍କୁ ମାଡ଼ ମରାଯାଇଛି। ଶାନ୍ତିର ସହର…

ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ

ଜେଏମଜେ ବ୍ୟୁରୋ : କଟକ ଦରଘା ବଜାରରେ ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ…

ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ

ଜେଏମଜେ ବ୍ୟୁରୋ : ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଲାଗି ରହିଛି । ରାତିରୁ ବର୍ଷା ଲାଗି ରହିଥିବା ବେଳେ ରାୟଗଡ଼ ବ୍ଲକ ପେକଟ ନିକଟରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ମାଟି ତଳେ ବାପପୁଅ ଚାପି…

ମା ବୁଢା ବୁଢୀ ଠାକୁରାଣୀଙ୍କ ବିଗ୍ରହ ସ୍ଥାପନା ସମାରୋହ

ଢେଙ୍କାନାଳ : (ଜେଏମଜେ ନ୍ୟୁଜ ) : ମା ବୁଢା ବୁଢୀ ଠାକୁରାଣୀଙ୍କ ବିଗ୍ରହ ସ୍ଥାପନା l କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବ ଭୂଇଁ ପଞ୍ଚାୟତ ର ପୁଛୁଳି ଘାଟି ଠାରେ ଅବହେଳିତ ହୋଇ ଖୋଲା ଆକାଶ ତଳେ…

You Missed

ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ
ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ
SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି
ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ SIR ଝଟକା : ଗଞ୍ଜାମ ଜିଲ୍ଲାରେ ବାଦ ପଡ଼ିଲେ ୨ ଲକ୍ଷ ଭୋଟର
ଟାଟା ପାୱାରର ଯୋଜନା, ଓଡ଼ିଶାରେ ନିବେଶ କରିବ ୯୧୯୩ କୋଟି: ଉପଭୋକ୍ତା ମହାସଂଘ ର ଜୋରଦାର ବିରୋଧ
ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ