ଭଙ୍ଗା କଲଭର୍ଟ ରେ ଦେଢ଼ ବର୍ଷ ଯାତାୟତ ଚାଲିଛିଯନ୍ତ୍ରୀ ଙ୍କ ରାଜନୀତି ପାଇଁ ବିପରେ ଜନତା…
କବିସୂର୍ଯ୍ୟନଗର : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ. ସେହିଭଳି ଶହ ଶହ ଲୋକଙ୍କ ଯିବା ଆସିବା କରୁଥିବା କବିସୂର୍ଯ୍ୟନଗର ବ୍ଲକ ସମ୍ମୁଖରେ ରହିଛି ବିପଦ.. ସବୁ ଦେଖି ଅନ୍ଧ ସାଜିଛନ୍ତି ବ୍ଲକ କର୍ତ୍ତୃପକ୍ଷ. ଖୋଦ ହେଡ଼କ୍ଵାଟର ଯନ୍ତ୍ରୀ ଙ୍କ…
କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..
କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..ଆଜି କାର୍ଯ୍ୟ ଦିବସ ସତ୍ୱେ ବିଦ୍ୟୁତ ବନ୍ଦ ପାଇଁ ଡାକ ସେବାରୁ ବଞ୍ଚିତ ହେଲେ କବିସୂର୍ଯ୍ୟନଗର ବାସୀ.. ଲକ୍ଷାଧିକ ଟଙ୍କାର ଜେନେରଟର ଖତ ଖାଉଛି. ଏପଟେ ଜରୁରୀ…
୮୪୩ ଅଫିସରଙ୍କ ଦରମା ବନ୍ଦ କଲେ ମୟୂରଭଞ୍ଜ ଜିଲ୍ଲାପାଳ
ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି…
କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ: ଥାନାରେ ମାମଲା
କଳାହାଣ୍ଡି: (ବାସୁଦେବ ଛତ୍ରିଆ ଙ୍କ ରିପୋର୍ଟ ) କଲମପୁର ସ୍ଥିତ ଠିପି ଖୋଲାମଦ ଦୋକାନ ନିକଟରେ ଗଣ୍ଡଗୋଳ ଥାନାରେ ମାମଲା.. ଗିରଫ ଭୟରେ ଦୋକନ ମାଲିକ ଫେରାର.. । ମିଳିଥିବା ସୂଚନା ଅନୁସାରେ କଲମପୁର ଠିପି ଖୋଲା ମଦଦୋକାନରେ କିଛି ସ୍ଥାନୀୟ…
ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ
ରାୟଗଡା : (ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ ): ଓରମାସ ଦୀପାବଳି ଷ୍ଟଲ ଉଦଘାଟିତ l ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ଜନଜାତି ସେବଜଗତ ପରିସରରେ ଦୀପାବଳି ଉତ୍କଳ ଷ୍ଟଲ ଉଦଘାଟିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ରାୟଗଡ:(ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ ) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ଆଜି ତା ୨୮/୧୦/୨୦୨୪ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଓସ୍ୱାନ ହଲ…
ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଁ ଦୁଇ ବିଧାୟକ ଙ୍କ ଶୀତଳ ଯୁଦ୍ଧ! ଦୌଡ଼ରେ ଅଛନ୍ତି ଚାରି ଯନ୍ତ୍ରୀ…
ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର : ପିଛା ଛାଡ଼ୁନି. ବିବାଦ… ମୁରବୀ ବିହୀନ ହୋଇପଡିଥିବା କବିସୂର୍ଯ୍ୟନଗର ବ୍ଲକ ରେ ଅଧ୍ୟକ୍ଷ ବିବାଦ ହାଇକୋର୍ଟ ରେ ପହଂଚି ବିଚାରଧୀନ ରହିଥିବା ବେଳେ ଏବେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ନେଇ ପୁଣି ଦେଖା…
ତାଳଚୁଆରେ ଲ୍ୟାଣ୍ଡଫଲ୍ କରିବ ‘ଦାନା’: ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ
ଜେଏମଜେ ବ୍ୟୁରୋ : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ…
ବାତ୍ୟା ଦାନା ଏବେ ଉପକୂଳ ମୁହାଁ :୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ
ଜେଏମଜେ ବ୍ୟୁରୋ : ତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ଆଉ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ…
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ କଳା ଉତ୍ସବ-୨୦୨୪ ଅନୁଷ୍ଠିତ
ଜେଏମଜେ ନ୍ୟୁଜ :(କଳାହାଣ୍ଡି ରୁ ପ୍ରତିନିଧି ବାସୁଦେବ ଛତ୍ରିଆ )ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ କଳା ଉତ୍ସବ-୨୦୨୪ ମହା ସମାରୋହ ରେ ପାଳିତ ହୋଇଯାଇଛି।ପ୍ରଥମ ଅଧିବେଶନ…
















