ମମିତା ମେହର ମୃତ୍ୟୁ ଘଟଣା ର CBI ତଦନ୍ତ ଦାବି କଲେ ଗୋବିନ୍ଦ ସାହୁଙ୍କ ପରିବାର
ଜେଏମଜେ ବ୍ୟୁରୋ : ବହୁଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ଓ ଜେଲରେ ଆତ୍ମହତ୍ୟା କରିଥିବା ସ୍କୁଲ ପରିଚାଳକ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ମୁଖ୍ୟମନ୍ତ୍ରୀ…
ଗିରଫ ହେଲେ ବାବା ପାର୍ଥସାରଥି
ଜେଏମଜେ ବ୍ୟୁରୋ : ଗିରଫ ହେଲେ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥି । ଆଗ୍ରାରୁ ତାଙ୍କୁ ଗିରଫ କଲା ପୋଲିସ । ତାଙ୍କ ନାମରେ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ଯନ୍ତ୍ରୀ
ଜେଏମଜେ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ TPCODL ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ…
କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘର ଓ ଅଫିସ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ରାୟଗଡା : ଜେଏମଜେ ନ୍ୟୁଜ : କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘର ଓ ଅଫିସ ସମେତ ୯ଟି…
ଓଏଏସ ରେ ଟପ୍ପର ତହସିଲଦାର ,୧୫ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାସନ୍ସ ଜାଲରେ ପଡିଲେ.
ଜେଏମଜେ ବ୍ୟୁରୋ : ଓଏଏସ ରେ ଟପ୍ପର ହୋଇଥିଲେ। ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା। ହେଲେ ଏବେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଏହି ଲାଞ୍ଚୁଆ ଅଧିକାରୀ ଜଣକ ହେଉଛନ୍ତି ୨୦୧୯ ବ୍ୟାଚର ଓଏଏସ ଅଧିକାରୀ ତଥା ସମ୍ବଲପୁର ଜିଲା…
ଅର୍ଚ୍ଚନା ନାଗ୍ଙ୍କ ଘରେ ED
ଜେଏମଜେ ବ୍ୟୁରୋ : ଅର୍ଚ୍ଚନା ନାଗ୍ଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍।୨୦୨୨ ଅର୍ଥ କାରବାର ମାମଲାରେ EDର ଛାନ୍ଭିନ୍।ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା।ନିର୍ଦ୍ଦେଶ ଅବମାନନା ପରେ ଇଡି…
ମଦ ଚଢ଼ାଉ ବେଳେ ଅବକାରୀ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗ ରେ 2 ଅଟକ, ଜଣେ ଫେରାର.
ବ୍ରହ୍ମପୁର 🙁 ଜେଏମଜେ ନ୍ୟୁଜ )ମଦ ବେପାରୀଙ୍କ ଦାଦାଗିରି। ଅବକାରୀ ବିଭାଗ ମଦ ଧରିବାରୁ ହଙ୍ଗାମା କଲେ ମଦ ବେପାରୀ ନାରାୟଣ ସାହୁ। ଆଙ୍କୁଲି ଓଭର ବ୍ରିଜ ତଳେ ଥିବା ଅବକାରୀ (ସଦର) କାର୍ଯ୍ୟାଳୟରେ ଧସେଇ ପଶି ଅଧିକାରୀଙ୍କୁ ଧମକ ଦେଇଥିବା…
୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ଟାକ୍ସ କମିସନର
ଜେଏମଜେ ବ୍ୟୁରୋ : ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି…
ଚଢ଼ାଉ ବେଳେ ପାଚେରୀ ଡେଇଁ ପଳାଉଥିଲେ TMC ବିଧାୟକ, ବିଲରେ ମାଡ଼ି ବସିଲା ED.
ଜେଏମଜେ ବ୍ୟୁରୋ : ଚଢ଼ାଉ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପ୍ରମାଣ ଲୁଚାଇବାରେ ଲାଗି ପଡ଼ିଥିଲେ ବିଧାୟକ । ତଥ୍ୟ ଲୁଚାଇବାକୁ ଯାଇ ନିଜର ୨ଟି ଯାକ ମୋବାଇଲ୍ ପାଣିକୁ ଫିଙ୍ଗି ଦେଲେ । ତା’ପରେ ନିଜେ ପାଚେରୀ ଡେଇଁ…
ଭିଜିଲାନ୍ସ ଜାଲରେ ପୋଲିସ ଏସ୍ଆଇ
ଜେଏମଜେ ବ୍ୟୁରୋ : ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ସୁଚାମୁତାବକ…
















