ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବିଦା ହେଲେ ସୁନୀତି ମୁଣ୍ଡ

କବିସୂର୍ଯ୍ୟନଗର ବ୍ୟୁରୋ :ବିଜେପି ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ । ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି…

ବିଭିନ୍ନ ଦାବୀ ନେଇ କବିସୂର୍ଯ୍ୟନଗର ବିଡ଼ିଓ ଙ୍କୁ ଦାବୀ ପତ୍ର ଦେଲେ ଶହ ଶହ EC ସଭ୍ୟା

କବିସୂର୍ଯ୍ୟନଗର : (ବ୍ୟୁରୋ ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ ଆଜି ଶହ ଶହ ମିଶନ ଶକ୍ତି ମହିଳା ଏକତ୍ରିତ ହୋଇ ସେମାନଙ୍କ ଦାବୀ ଜଣାଇବା ସହ ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି.. ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟରତ GPLF,…

ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ

କବିସୂର୍ଯ୍ୟନଗର 🙁 ବ୍ୟୁରୋ )ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ କରାଯାଇଛି ସଭାପତି ରାଜା ରେଡି ଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ସହର ରେ ଏକ ସଚେତନ ରାଲି କରି ଗାଡି ଚାଳନା ରେ ସତର୍କତା ଅବଲମ୍ବନ…

୧୧ କୋଟି ର iphone ଲୁଟ

ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍‌। ଡ୍ରାଇଭରକୁ ନିଶାଦେଇ ଲୁଟେରା ଲୁଟ୍ ପରେ ଛୁ ମାରିଛନ୍ତି। ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି। ଚୋରି ହୋଇଥିବା ଆଇଫୋନ୍‌ର ଆନୁମାନିକମୂଲ୍ୟ ପ୍ରାୟ ୧୧କୋଟିରୁ ଅଧିକ…