ଗୀତା ବହି ସହ ଫଳ ବାଣ୍ଟି ଆଧ୍ୟାତ୍ମିକ ଭାବ ସୃଷ୍ଟି କଲେ ଶିକ୍ଷକ.ସିମାଞ୍ଚଳ ପାଣି

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଗୀତା ବହି ସହ ଫଳ ବାଣ୍ଟି ଆଧ୍ୟାତ୍ମିକ ଭାବ ସୃଷ୍ଟି କଲେ ଶିକ୍ଷକ.ସିମାଞ୍ଚଳ ପାଣି…ଆଜି ପବିତ୍ର ବଡ଼ ଏକାଦଶୀ ଓ ପୁଣ୍ୟମାସ କାର୍ତିକ …ଏହି ଅବସରରେ ପିଲାଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜ୍ଞାନ ଜାଗ୍ରତ କରିବା…

କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..

କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..ଆଜି କାର୍ଯ୍ୟ ଦିବସ ସତ୍ୱେ ବିଦ୍ୟୁତ ବନ୍ଦ ପାଇଁ ଡାକ ସେବାରୁ ବଞ୍ଚିତ ହେଲେ କବିସୂର୍ଯ୍ୟନଗର ବାସୀ.. ଲକ୍ଷାଧିକ ଟଙ୍କାର ଜେନେରଟର ଖତ ଖାଉଛି. ଏପଟେ ଜରୁରୀ…

ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା..ହିତାଧିକାରୀ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ..ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ…

ରାଜସ୍ୱ ଅଧିକାରୀଙ୍କୁ ସାଵାଡ଼ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ

ସାବାଡ୍‌ ହେବେ ରାଜସ୍ୱ ଅଧିକାରୀ । ଆଉ ଚଳିବନି ଖାମ୍‌ଖିଆଲୀ କାମ । କାର୍ଯ୍ୟରେ ଅବେହଳା କରୁଥିବା କିମ୍ବା ଠକୁଥିବା ରାଜସ୍ୱ ଅଧିକାରୀଙ୍କୁ ସଜାଗ ହୋଇଯାଆନ୍ତୁ। କାମ୍‌ରେ ଯଦି ଠକୁଥିବା ଅବସ୍ଥାରେ ଧରାପଡିନ୍ତି ଆର୍‌ଆଇ, ଏଆର୍‌ଆଇ ଏବଂ ଅମିନ । ତେବେ…

ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି :(ଜେଏମଜେ ନ୍ୟୁଜ ): ରାତନ ଛାତ୍ର ସମାବେଶରେ ପାଳନ ହେଲା ଶିକ୍ଷକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ। କଳାହାଣ୍ଡି ,ଜିଲ୍ଲା ଜୟପାଟଣା ବ୍ଲକ ପରମାନନ୍ଦ ଉଚବିଦ୍ୟାଳୟ ଠାରେ ଇଂରାଜୀ ଶିକ୍ଷକ କୁଞ୍ଜ ବିହାରି ଦାସ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା…

ଖୁବ ଶୀଘ୍ର ବିଜେପି କୁ ମିଳିବ ନୂଆ ମଙ୍ଗୁଆଳ…

ଜେଏମଜେ ବ୍ୟୁରୋ : ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁଖିଆ। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ…

୮୪୩ ଅଫିସରଙ୍କ ଦରମା ବନ୍ଦ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଆୟତନରେ ବଡ଼ ହେଲେ ବି ତାଲିକାରେ ପଛରେ ରହିଛି ଏହି ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି…

ଜନଗଣନାରେ ରେ ରହିବ ତିରିଶ ପ୍ରଶ୍ନ..

ଜେଏମଜେ ବ୍ୟୁରୋ : (ନୂଆଦିଲ୍ଲୀ):ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା…

ଦୀପାବଳି ରେ ବାଣ ଫୁଟେଇବା ପାଇଁ ଆସିଲା ନୂଆ ନିୟମ

ଜେଏମଜେ ବ୍ୟୁରୋ : ଦୀପାବଳିରେ ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସିଲା ଗାଇଡଲାଇନ୍ । ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା…