କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..

Spread the love

କବିସୂର୍ଯ୍ୟନଗର ରେ ଅଘୋଷିତ ଡାକ ସେବା କୁ ବନ୍ଦ କଲେ ଡାକ ବିଭାଗ ଅଧିକାରୀ..
ଆଜି କାର୍ଯ୍ୟ ଦିବସ ସତ୍ୱେ ବିଦ୍ୟୁତ ବନ୍ଦ ପାଇଁ ଡାକ ସେବାରୁ ବଞ୍ଚିତ ହେଲେ କବିସୂର୍ଯ୍ୟନଗର ବାସୀ..

ଲକ୍ଷାଧିକ ଟଙ୍କାର ଜେନେରଟର ଖତ ଖାଉଛି. ଏପଟେ ଜରୁରୀ ସେବା କୁ ବନ୍ଦ କରାଯାଇଛି..
ବିଦ୍ୟୁତ ବ୍ୟବସ୍ଥା ନଥାଇ ଡିଜିଟାଲ ଡାକ ସେବା କାହା ପାଇଁ ବୋଲି ପ୍ରଶ୍ନ କଲେଣି ଲୋକେ..?

କେନ୍ଦ୍ର ସରକାରଙ୍କ ଏହି ବିଭାଗ ରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି… ଏବେ କେନ୍ଦ୍ର ଓ ରାଜ୍ୟ ରେ ଏକା ସରକାର ଡବଲ ଇଞ୍ଜିନ ସରକାର ଥାଇ ଲୋକେ ପାଉନାହାନ୍ତି ସରକାର ଙ୍କ ଜରୁରୀ ସେବା…ଯାହା କୁହାଯାଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଡାକଘର ଟି ଆସିକା ଡାକ ଅଧିକ୍ଷକ ଙ୍କ ଅଧୀନରେ ରହିଛି.. ଏଠି ଅବ୍ୟବସ୍ଥା କଥା କହିଲେ ନସରେ.. କର୍ମଚାରୀ ଅଭାବ ସାଙ୍ଗକୁ ସେବା ରେ ଅବହେଳା ଯୋଗୁଁ ଡାକ ସେବାରୁ ବଞ୍ଚିତ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ହେଲେ ସବୁ ଜାଣି ଡାକ ଅଧିକ୍ଷକ ନୀରବ ରହିବା ଘଟଣା କୁ ନେଇ ତୀବ୍ର ନିନ୍ଦା କରାଯାଇଛି..
1936 ମସିହା ରେ ପ୍ରତିଷ୍ଠା ହୋଇଥିବା ସର୍ବପୁରାତନ ଡାକ ଘର ର ଏ ହେଉଛି ଅବସ୍ଥା..
ଆମେ ଦେଖାଉଛୁ ଏ ହେଉଛି ସେ ଜେନେରଟର ବର୍ଷ ବର୍ଷ ଧରି ଅକାମି ହୋଇ ପଡ଼ିରହିଛି.. ଉପରିସ୍ଥ ଅଧିକାରୀ ମାନେ ଆସି ସବୁ ଜାଣି ନଜାଣିଲା ପରି ଯାଉଛନ୍ତି…

ସେହିପରି କିଏ କେଉଁ ଜରୁରୀ କାମରେ ଆସି ସକାଳୁ ଜଗି ବସିଛନ୍ତି ଅଫିସ ବାହାରେ… ପୁରା ଅଫିସ ଖାଁ ଖାଁ…ବିଦ୍ୟୁତ ନାହିଁ କର୍ମଚାରୀ ଆଉ କଣ କରିବେ….
ଏସବୁ ତମାମ ଘଟଣା କୁ ଦୃଷ୍ଟି ଦେଲେ ଜଣାଯାଉଛି ଯେ, ସହର ବାହାରେ ଡାକ କର୍ମଚାରୀ ଙ୍କ ସାମାନ୍ୟ ସ୍ୱାର୍ଥ ଦୃଷ୍ଟିରୁ ଡାକ ଘରକୁ ଦୁରେଇ ରଖି ଲୋକଙ୍କୁ ହଟହଟା କରାଯାଉଛି ବୋଲି ଅଭିଯୋଗ ହେଉଛି..
ହେଲେ କବିସୂର୍ଯ୍ୟନଗର ବାସୀ ଙ୍କୁ ଡାକ ସେବା ଦେବାରେ ଡାକ ଅଧିକ୍ଷକ ଙ୍କ ଅବହେଳା ପାଇଁ କଣ ହେବ କାର୍ଯ୍ୟାନୁଷ୍ଠାନ ତାହା ଲୋକେ ଅପେକ୍ଷା କରିଛନ୍ତି..
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 36 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 32 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 58 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 38 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 32 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି