ଭଙ୍ଗା କଲଭର୍ଟ ରେ ଦେଢ଼ ବର୍ଷ ଯାତାୟତ ଚାଲିଛିଯନ୍ତ୍ରୀ ଙ୍କ ରାଜନୀତି ପାଇଁ ବିପରେ ଜନତା…

Spread the love

କବିସୂର୍ଯ୍ୟନଗର : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ. ସେହିଭଳି ଶହ ଶହ ଲୋକଙ୍କ ଯିବା ଆସିବା କରୁଥିବା କବିସୂର୍ଯ୍ୟନଗର ବ୍ଲକ ସମ୍ମୁଖରେ ରହିଛି ବିପଦ.. ସବୁ ଦେଖି ଅନ୍ଧ ସାଜିଛନ୍ତି ବ୍ଲକ କର୍ତ୍ତୃପକ୍ଷ. ଖୋଦ ହେଡ଼କ୍ଵାଟର ଯନ୍ତ୍ରୀ ଙ୍କ ବେପରୁଆ କାମ ପାଇଁ ଆଜି ବିପଦରେ ସାଧାରଣ ଜନତା ବୋଲି କୁହାଯାଉଛି.. ଏ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ.. ଦୀର୍ଘ ବର୍ଷ ଧରି କଲଭର୍ଟ ଟି ଭାଙ୍ଗି ପଡିଛି. ଏହି ରାସ୍ତାରେ ବିଡ଼ିଓ ଦୈନନ୍ଦିନ ଯିବା ଆସିବା କରନ୍ତି ଦୁଇ ଦୁଇ ଜଣ ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ ସେହି ଭଙ୍ଗା କଲଭର୍ଟ ରେ ଯିବା ଆସିବା କରୁଥିଲେ ମଧ୍ୟ ସମସ୍ତେ ଦେଖି ଅନ୍ଧ ହେଇଯାଇଥିବ ସାଧାରଣ ରେ ଆଲୋଚନା ହେଉଛି. କୋଟି କୋଟି ଟଙ୍କାର କାମ ହେଉଛି, ବ୍ଲକ ପରିସରରେ ପେଭର ପଡିଲା, ତଥାପି ଫାଟକ ସମ୍ମୁଖରେ ଥିବା କଲଭର୍ଟ ନିର୍ମାଣ ହେଇପାରିଲାନି. ଏଠି ହେଡ଼କ୍ଵାଟର ଯନ୍ତ୍ରୀ ଜଣେ ଅଛନ୍ତି. ସେ କୁଆଡେ ପୁରା କାମ ବ୍ୟସ୍ତ. ଯାହା ନିଜେ ଯିବା ଆସିବା କରୁଥିବା ବିପଦ ପୁର୍ଣ କଲଭର୍ଟ ନିର୍ମାଣ କରିବାକୁ ସମୟ ନାହିଁ. ଯାହା କୁହାଯାଇଛି ଯନ୍ତ୍ରୀ ଙ୍କ କାର୍ଯ୍ୟ ଠାରୁ ରାଜନୀତି ବଢିଯାଉଛି.. ସବୁ ପଞ୍ଚାୟତ ରେ ଲୋକଙ୍କୁ ହଟହଟା କରିବା ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିର୍ମାଣ କାମ କୁ ଅନୁମାନ କଲେ ସମ୍ପୃକ୍ତ ଯନ୍ତ୍ରି ଙ୍କ କାର୍ଯ୍ୟ ଶୈଳୀ କେତେ ଭଲ ତାହା ଜାଣି ହେଉଛି.. ହେଲେ ପ୍ରଶ୍ନ ଉଠୁଛି ବିପଦପୁର୍ଣ କଲଭର୍ଟ ନିର୍ମାଣ ଦାୟିତ୍ୱ କାହାର..? କାହିଁକି ନିର୍ମାଣ ହେଇପାରୁନି ମୁଖ୍ୟ ଫାଟକ କଲଭର୍ଟ.. ଅନ୍ୟ ଅଂଚଳ ର ଲୋକେ ଏଭଳି ଭଙ୍ଗା କଲଭର୍ଟ ଦେଖି କବିସୂର୍ଯ୍ୟନଗର ବ୍ଲକ କର୍ତ୍ତୃପକ୍ଷ ଙ୍କୁ ନିନ୍ଦା କରିଲେଣି ତଥାପି ବ୍ଲକ କତୃପକ୍ଷ ଙ୍କ ନୀରବତା ସମ୍ଭାଵ୍ୟ ବିପଦ ର କାରଣ ହେବା ଆଶଙ୍କା ରହିଛି.. ହେଲେ ଯନ୍ତ୍ରୀ ଙ୍କ ରାଜନୀତି ଆଗରେ ବ୍ଲକ କର୍ତ୍ତୃପକ୍ଷ ଙ୍କ କେବେ ନିଦ ଭାଙ୍ଗିବ ତାହା ଦେଖିବାକୁ ଅପେକ୍ଷା.

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 2 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 2 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 36 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 32 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 60 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ