ଜନଗଣନାରେ ରେ ରହିବ ତିରିଶ ପ୍ରଶ୍ନ..

Spread the love

ଜେଏମଜେ ବ୍ୟୁରୋ : (ନୂଆଦିଲ୍ଲୀ):ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ କରୋନା ପାଇଁ ଏହା ବନ୍ଦ ହୋଇଥିଲା । ତା ପରେ ଆସିଲା ଲୋକସଭା ନିର୍ବାଚନ । ତେଣୁ ଆସନ୍ତା ବର୍ଷ ଦେଶରେ ହେବ ଜନ ଗଣନା ।
ଦେଶ ପାଇଁ ଜନଗଣନା ଅତ୍ୟନ୍ତି ଜରୁରୀ । ଏହାରି ଆଧାରରେ ବିଧାନସଭା ଓ ଲୋକସଭାର ସୀମା ନିର୍ଦ୍ଧାରଣ କରାଯାଏ । ବିଗତ ୫୦ ବର୍ଷ ହେବ ଏହି ଆସନରେ କୌଣସି ପରିବର୍ତ୍ତନ କରାଯାଇନି । ୨୦୨୬ରେ ଜନଗଣନା ରିପୋର୍ଟ ଆସିଥିବାରୁ ଆସନ୍ତା ସାଧାରଣ ନିର୍ବାଚନ ବେଳକୁ ଦେଶର ସିଟ ସଂଖ୍ୟା ବୃଦ୍ଧି ହେବ ଓ ମହିଳା ଆରକ୍ଷଣ ଲାଗୁ ହେବ ବୋଲି ଆଶା କରାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ସର୍ଭେରେ ଲୋକଙ୍କୁ ସେମାନଙ୍କ ସମ୍ପ୍ରଦାୟ ବିଷୟରେ ପଚାଯିବ । ସମ୍ପ୍ରଦାୟ ଆଧାରରେ ଜନସଂଖ୍ୟା ଜାଣିବା ମଧ୍ୟ ଏକ ଲକ୍ଷ୍ୟ ରହିଛି । ସର୍ଭେରେ ପଚାରିବାକୁ ୩୦ଟି ପ୍ରଶ୍ନ ପ୍ରସ୍ତୁତ ହୋଇଛି । ଏହି ସଂଖ୍ୟା ୨୦୧୧ରେ ୨୯ ଥିଲା । ତେବେ କେଉଁ କେଉଁ ପ୍ରଶ୍ନ କରିବେ ଜନଗଣନାକାରୀ ସେ ସମ୍ପର୍କରେ ଜାଣିନେବା ଆବଶ୍ୟକ..

ବ୍ୟକ୍ତିଙ୍କ ନାମ
ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ
ଲିଙ୍ଗ
ଜନ୍ମତିଥି ଓ ଆୟୁଷ
ବୈବାହିକ ସ୍ଥିତି
ବିବାହ କାଳରେ ବୟସ
ଧର୍ମ
ସମ୍ପ୍ରଦାୟ
ଅନୁସୂଚିତ ଜାତି ବା ଜନଜାତି
ଦିବ୍ୟାଙ୍ଗତା
ମାତୃଭାଷା
ଅନ୍ୟ କେଉଁ ଭାଷା ଉପରେ ଜ୍ଞାନ
ସାକ୍ଷରତା ସ୍ଥିତି
ବର୍ତ୍ତମାନର ଶିକ୍ଷା ସ୍ଥିତି
ଉଚ୍ଚତମ ଶିକ୍ଷା
ଗତ ବର୍ଷର ରୋଜଗାର
ଆର୍ଥିକ ଗତିବିଧିର ବିବରଣୀ
ରୋଜଗାର
ଉଦ୍ୟୋଗର ପ୍ରକୃତି, ରୋଜଗାର ଓ ସେବା
ଶ୍ରମିକଙ୍କ ଶ୍ରେଣୀ
ଅଣ ଆର୍ଥିକ ଗତିବିଧି
କେମିତି ରୋଜଗାର ପାଇଁ ଇଛା
କାମକୁ ଯିବାର ମାଧ୍ୟମ
(୧) କର୍ମକ୍ଷେତ୍ରର ଦୂରତା
(୨) ଯାତ୍ରାର ମାଧ୍ୟମ
ପୈତୃକ ସ୍ଥାନରେ ଜନ୍ମ ନା ଅନ୍ୟ କେଉଁଠି । ବିଦେଶରେ ହୋଇଥିଲେ ସେଠାର ନାଁ
ମୂଳ ସ୍ଥାନରେ ରହୁଛନ୍ତି ନା ଅନ୍ୟତ୍ର ପଳାୟନ କରିଛନ୍ତି
(୧) କଣ ଦେଶ ଭିତରେ କେଉଁଠି ଅଛନ୍ତି
(୨) କେବେ ସ୍ଥାନାନ୍ତର କଲେ
ମୂଳ ସ୍ଥାନ ଛାଡିବାର କାରଣ
କେତେ ସନ୍ତାନ
(୧) କେତେ ପୁଅ
(୨) କେତ ଝିଅ
ଜନ୍ମନେଇଥିବା କେତେ ସନ୍ତାନ ଜୀବିତ
(୧) କେତେ ପୁଅ
(୨) କେତେ ଝିଅ
ବିଗତ ଏକ ବର୍ଷରେ ଜନ୍ମନେଇଥିବା ସନ୍ତାନଙ୍କ ସଂଖ୍ୟା
ପୈତୃକ ଜାଗା ଛାଡି ନୂଆ ଜାଗାରେ କେତେ ବର୍ଷ ହେବ ରହୁଛନ୍ତି
ପଳାୟନ ପୂର୍ବର ମୂଳ ସ୍ଥାନ..

  • Related Posts

    ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ଗର୍ଭବତୀ

    Spread the love

    Spread the loveଗୁଡ଼ାରୀ : ଜେଏମଜେ ନ୍ୟୁଜ : ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ସାଡକଣା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ…

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    Leave a Reply

    Your email address will not be published. Required fields are marked *

    You Missed

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 20 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 39 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 79 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 19 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 43 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 43 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ