ଆରଆଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ, ସର୍ଭର ଡାଉନ୍ ପାଇଁ ଅନେକ କେନ୍ଦ୍ରରେ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା।
ଜେଏମଜେ ବ୍ୟୁରୋ : ଆରଆଇ ପରୀକ୍ଷାରେ ବିଭ୍ରାଟ । ସର୍ଭର ଡାଉନ୍ ଯୋଗୁଁ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାନ୍ତି ଆଶାୟୀ । ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଥମ ସିଟିଂ ଆରମ୍ଭ…
ଚିଟ୍ ଫଣ୍ଡ ମାମଲା: ଗ୍ରୀନ୍ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ
ହ୍ମପୁର: (ଜେଏମଜେ ନ୍ୟୁଜ ): ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍ଫଣ୍ଡ କମ୍ପାନି ଗ୍ରୀନ୍ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି।…
ଆଗକୁ ଥରେଇବ ଶୀତ: ରାତିର ତାପମାତ୍ରା ୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ଜେଏମଜେ ବ୍ୟୁରୋ : ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।ରାଜ୍ୟର ଅନେକ…
ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ
ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା…
ସାଲୁର ଘାଟିରେ ହୁତୁହୁତୁ ହୋଇ ଜଳିଲା OSRTC ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍, ସମସ୍ତ ଯାତ୍ରୀ ସୁରକ୍ଷିତ.।
କୋରାପୁଟ : (ଜେଏମଜେ ବ୍ୟୁରୋ ): ସାଲୁର ଘାଟିରେ ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ହୁତୁହୁତୁ ହୋଇ…
ଆଜି ବିହାର ନିର୍ବାଚନ:ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୮ ଜିଲ୍ଲା ୧୨୧ ଆସନ ପାଇଁ ୧୩୧୪ ପ୍ରାର୍ଥୀ
ଜେଏମଜେ ବ୍ୟୁରୋ : ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ପ୍ରସାଦ ଯାଦବ, ବିହାର…
୨୧୩୫ ବୁଥରେ ଭୋଟ୍ ସମୟ ଘଣ୍ଟାଏ କମିଲା: ପ୍ରଥମ ପର୍ଯ୍ୟାୟରେ ୬ଟି ଆସନ ପାଇଁ ନିର୍ବାଚନ କମିସନଙ୍କ ବଡ଼ ନିଷ୍ପତ୍ତି
ଜେଏମଜେ ବ୍ୟୁରୋ : ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୬ ନଭେମ୍ବର ଗୁରୁବାର ଦିନ ହେବାକୁ ଯାଉଛି। ସୁରକ୍ଷା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ (ECI) ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀର ୨,୧୩୫ଟି…
ଅମର ବିଜେଡି ଛାଡିଲା ପରେ ପୁଣି ବିଜେଡିରେ କନ୍ଦଳ ବଡ଼ିଲା!
ଜେଏମଜେ ବ୍ୟୁରୋ : ଅମର ପଟ୍ଟନାୟକ ବିଜେପିରେ ସାମିଲ ପରେ ବିଜେଡିରେ ବଢ଼ିଲା କଳି । ଦଳରେ କୁହୁଳୁଥିବା କନ୍ଦଳ ନିଆଁ ପୁଣି ତେଜିଲା । ଦଳ ଛାଡ଼ିବା ପ୍ରସଙ୍ଗ ଉଠାଇ ବର୍ଷିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । କେଉଁ…
ଯୁଗ ବଦଳିବା ସଙ୍ଗେ ନୌବାଣିଜ୍ୟର ଢାଞ୍ଚା ବଦଳିଲା।ଅତୀତର କଳିଙ୍ଗ (ଗଞ୍ଜାମ) ରେ ତଥାପି ବଞ୍ଚିରହିଛି ପରମ୍ପରା
ଜେଏମଜେ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବଡ଼ ନିଦର୍ଶନ । କୃଷି, ସମର ଓ ନୌବାଣିଜ୍ୟକୁ ନେଇ ଉତ୍କଳୀୟ ପରମ୍ପରା । ଏହି ପରମ୍ପରା ସହ ବେଶ ଭଲ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା।…
କାର୍ତ୍ତିକ ପୁର୍ଣିମା ରେ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ
ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଭୋର୍ ସମୟରୁ ହିଁ…
















