ଅକ୍ଟୋବର ୨୫ ତାରିଖରୁ ୩୦ ତାରିଖ ଯାଏ ହେଡ୍କ୍ବାର୍ଟର ଛାଡି ନଯିବାକୁ କୁହାଯାଇଛି । ସବୁ ଛୁଟି ବାତିଲ କଲେ ସରକାର
ଜେଏମଜେ ବ୍ୟୁରୋ : ଛୁଟି ବାତିଲ କଲେ ରାଜ୍ୟ ସରକାର । ପ୍ରଥମେ ବାଲେଶ୍ବର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା ବେଳେ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ଛୁଟି ବାତିଲ କରିଛନ୍ତି ।ଗଞ୍ଜାମ ଜିଲ୍ଲାର…
ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’।
ଜେଏମଜେ ବ୍ୟୁରୋ : ଭୀଷଣ ବାତ୍ୟା ମନ୍ଥାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ଅପଡେଟ୍ ମିଳିଛି। ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’। ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବା ନେଇ ସୂଚନା ମିଳିଛି। କାକିନାଡ଼ା ପାଖାପାଖି ୨୮ ତାରିଖ…
ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ସବୁ ବିଭାଗ ପ୍ରସ୍ତୁତ: ସ୍କୁଲ ଛୁଟି ନିଷ୍ପତି ଆସନ୍ତା କାଲି.
ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ | ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ହେବ | ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ| ଅଧିକାରୀଙ୍କ ଛୁଟି ବାତିଲ ନେଇ…
ବାତ୍ୟା ମୋନ୍ଥା କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ।
ଜେଏମଜେ ବ୍ୟୁରୋ : ବାତ୍ୟା ମୋନ୍ଥା କୁ ନେଇ ଏ ହେଉଛି ବଡ଼ ଅପଡେଟ..ଶନିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ପ୍ରାୟ ୧୫ ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ…
ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା..
ଜେଏମଜେ ବ୍ୟୁରୋ : ଭୀଷଣ ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ମାଇକ୍ ଦ୍ଵାରା ଲୋକମାନଙ୍କୁ ସତର୍କ କରାଯାଇଛି। ନେହେରୁ ବଙ୍ଗଳା , ଫିସିଂ ହାର୍ବର , ଅଠରବାଙ୍କି…
ଭୀଷଣ ବାତ୍ୟା ରୂପେ ନେଉଛି ମୋନ୍ଥା : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା
ଜେଏମଜେ ବ୍ୟୁରୋ : ଆନ୍ଧ୍ରକୁ ପବନ, ଓଡ଼ିଶାକୁ ବର୍ଷା । ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେଲା ଅବପାତର ରୂପ । ଆସନ୍ତାକାଲି ହୋଇପାରେ ଗଭୀର ଅବପାତ । ଆହୁରି ଘନୀଭୁତ ହୋଇ ୨୭ରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି…
ବାତ୍ୟା ନାଁ ‘ମୋନ୍ଥା’ କାହିଁକି
ଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ନାମ ଥାଇ ଭାଷାରେ ‘ମୋନ୍ଥା’ ରଖାଯିବ। ଥାଇଲାଣ୍ଡରେ ଅର୍ଥାତ୍ ଥାଇ ଭାଷାରେ ‘ମୋନ୍ଥା’ର ଅର୍ଥ ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ। ବାତ୍ୟାଗୁଡିକୁ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ନାମକରଣ…
ଆସୁଛି ବାତ୍ୟା ‘ମୋନ୍ଥା’: ୨୭ରେ ବାତ୍ୟା ସୃଷ୍ଟି, ୨୮ କିମ୍ବା ୨୯ରେ ଛୁଇଁବ ସ୍ଥଳଭାଗ!
ଭୁବନେଶ୍ବର: (ଜେଏମଜେ ବ୍ୟୁରୋ ): ଅକ୍ଟୋବର ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ବିପଦର ସ୍ମୃତିଚିହ୍ନ ହୋଇରହିଛି। ଚଳିତ ଅକ୍ଟୋବର ବି ସେଭଳି କିଛି ତିକ୍ତ ଅନୁଭୂତି ଦେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ ବୋଲି ଆଜି…
ନୂଆପଡା ଲଢେଇ: ମୈଦାରେ ୧୪ ପ୍ରାର୍ଥୀ
ଜେଏମଜେ ବ୍ୟୁରୋ : ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ…
ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି
ଭୁବନେଶ୍ବର(ଜେଏମଜେ ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଓ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ମଧ୍ୟ ରାଜ୍ୟବାସୀଙ୍କ…
















