ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ଏବେ ପୀତବାସ ହତ୍ୟାକାଣ୍ଡ ର ଫର୍ଦଫାସ କରିବ..
ଜେଏମଜେ ବ୍ୟୁରୋ : ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ଏବେ ପୀତବାସ ହତ୍ୟାକାଣ୍ଡ ର ଫର୍ଦଫାସ କରିବ.. ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା…
ଏସ୍ଆଇ ପରୀକ୍ଷା ଦୁର୍ନୀତିକୁ ମାମଲା : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
ଜେଏମଜେ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର । ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫୋରର ଅଛି । ଶଙ୍କରର…
କୋଟିଆ ଲୋକଙ୍କୁ ମାଗଣା ରାସନ ଦେବାକୁ ଆନ୍ଧ୍ର ବାଣ୍ଟିଲା ଡିଜିଟାଲ ରାସନକାର୍ଡ
ଜେଏମଜେ ବ୍ୟୁରୋ : ପୁଣି ଆନ୍ଧ୍ରର ମନମାନି । କୋଟିଆରେ ପୁଣି ପଡୋଶୀ ପ୍ରଶାସନର ଅନୁପ୍ରବେଶ। ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଲା ଆନ୍ଧ୍ର । କୋଟିଆ ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଗାଁ ଗାଁ…
ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା
ଜେଏମଜେ ବ୍ୟୁରୋ: +୨ ପଢୁଥିବା ପିଲାଙ୍କ ପାଇଁ ଆସିଲା ବଡ଼ ଖବର । ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ ।…
ନୂଆପଡ଼ା ଉପନିର୍ବାଚନ: ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି.
ଭୁବନେଶ୍ବର(ଜେଏମଜେ ବ୍ୟୁରୋ): : ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଦିନ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍ଏସି, କୋମନା ବ୍ଲକ ଓ ଖରିଆରରୋଡ୍ ଏନ୍ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି।ନୂଆପଡ଼ା ବ୍ଲକ…
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ଗିରଫ
ଭୁବନେଶ୍ୱର: (ଜେଏମଜେ ବ୍ୟୁରୋ ): ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ସମେତ ମୋଟ ୩ ଜଣଙ୍କୁ ଦଶପଲ୍ଲା…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଆଉ ୮ଜଣଙ୍କୁ ଉଠାଇଲା ପୁଲିସ
ବ୍ରହ୍ମପୁର:(ଜେଏମଜେ ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ୮ଜଣଙ୍କୁ ଉଠାଇଥିବା ଜଣାଯାଇଛି। ବିହାରରୁ ୪ଜଣଙ୍କୁ ଧରିଥିବା ସୂଚନା ରହିଛି।ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ୪ଜଣଙ୍କୁ କାବୁ କରିଛି ପୁଲିସ। ଏକ ୟୁପିଆଇ କାରବାରୁ ବିହାର ଲିଙ୍କ ମିଳିଛି। ଅପରାଧୀଙ୍କୁ ଜେରା ପରେ ସତ…
୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ : ପୁଣି ହେବ ପ୍ରିଲିମିନାରି ପରୀକ୍ଷାପାଇଁ ହାଇକୋର୍ଟ ଆଦେଶ
ଜେଏମଜେ ବ୍ୟୁରୋ : ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ…
ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ
ଭୁବନେଶ୍ୱର(ଜେଏମଜେ ବ୍ୟୁରୋ): ଏସଆଇ ନିଯୁକ୍ତି ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଥିବା ବେଳେ ଡିଜିପି ୱାଇ ବି ଖୁରାନିଆଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ କଟକରେ ଅନୁଷ୍ଠିତ ୭୦ତମ ରାଜ୍ୟ ପୁଲିସ ଡ୍ୟୁଟି ମିଟ୍ ଅବସରରେ…
ଗୁଜୁରାଟ ରାଜନୀତି : ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା
ଜେଏମଜେ ବ୍ୟୁରୋ : ଗୁଜୁରାଟ ରାଜନୀତି ସରଗରମ। ଗୁଜୁରାଟ ସରକାରର ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଯାହା ନୂତନ କ୍ୟାବିନେଟ ପାଇଁ ପଥ ପରିଷ୍କାର କରିବ । ଆସନ୍ତାକାଲି ଗୁଜୁରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ…
















