ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁଇବର୍ଷିଆ ବିଏଡ୍ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ

ଜେଏମଜେ ବ୍ୟୁରୋ : କନିଷ୍ଠ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) ପାସ୍ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ସହିତ…

୨୦୨୫ରେ ସରିବ ପାନୀୟ ଜଳ ପ୍ରକଳ୍ପ, ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ: ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ…

ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା, ଦେଢ କେଜି ସୁନା

ଭିଜିଲାନ୍ସରେ ପୁଣି ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଫରେଷ୍ଟ ରେଞ୍ଜର ରାମଚନ୍ଦ୍ର ନେପକ ଘରେ ଭିଜିଲାନ୍ସ ରେଡ କରିଛି । ଚଢାଉ ବେଳେ ଫରେଷ୍ଟ ରେଞ୍ଜରଙ୍କ ଘରୁ ମିଳିଛି ଅମାପ ସମ୍ପତ୍ତି । ଟଙ୍କାର…

ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ E-KYC

ଜେଏମଜେ ବ୍ୟୁରୋ : ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏହାରି ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ।ଫେକ୍‌ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ e-KYC ।…

ଏଣିକି ଓଡ଼ିଆରେ ପାଠ ପଢ଼ିବେ +୨ ବିଜ୍ଞାନ ଛାତ୍ରଛାତ୍ରୀ

ଜେଏମଜେ ବ୍ୟୁରୋ : ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ବିଦ୍ୟାଳୟ ଓ…

ତାରାତାରିଣୀ ଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ।

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନଙ୍କୁ ଆଉ ଭୋକିଲା ହୋଇ ଫେରିବାକୁ ପଡିବନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। କିପରି ଭକ୍ତମାନେ ସ୍ବଳ୍ପ ମୂଲ୍ୟରେ ଉତ୍ତମମାନର ରନ୍ଧା…

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ ): ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା…

ଏବେ ନୁହେଁ ଅଗଷ୍ଟ 15 ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ.

ଜେଏମଜେ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ବଡ଼ ଚର୍ଚ୍ଚା ଚାଲିଛି ତାହା ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ। କେବଳ ସେତିକି ନୁହେଁ ଏହି ମନ୍ତ୍ରୀ ମଣ୍ଡଳରେ କେଉଁମାନେ ସାମିଲ ହେବେ ସେ ତଥ୍ୟ ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ଚାଲିଛି। ଯେଉଁଦିନ…

୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକ

ଜେଏମଜେ ବ୍ୟୁରୋ : ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର। ୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଏହି ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ରାତିସାରା ଚାଲିଥିଲା ଅପରେସନ୍। ଅପରେସନରେ ସାମିଲ୍ ହୋଇଥିଲେ ପୋଲିସ୍, ଅଗ୍ନିଶମ…

କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ୧୨,୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି

ଜେଏମଜେ ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ଓ ନବୋଦୟ ବିଦ୍ୟାଳୟ (ଏନଭି) ଗୁଡ଼ିକରେ ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀରେ ବଡ଼ ସଂଖ୍ୟାରେ ଖାଲିପଦ ରହିଛି। ରାଜ୍ୟସଭାରେ ପ୍ରକାଶିତ ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟରେ ୭,୭୬୫ ଶିକ୍ଷକ ପଦ ଓ…