ଉଚ୍ଚଶିକ୍ଷା ବିଭାଗର କଠୋର ନିଷ୍ପତ୍ତି: ପିଲା କମ୍‌ ଥିଲେ କଲେଜ ବନ୍ଦ

ଜେଏମଜେ ବ୍ୟୁରୋ : ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାପ ପ୍ରଦର୍ଶନ କରୁଥିବା କିମ୍ବା ପିଲା ହେଉ ନ ଥିବା ଡିଗ୍ରି କଲେଜଗୁଡ଼ିକ ବନ୍ଦ କରାଯିବ। ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା…

ଜନ୍ମବେଦୀରେ ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା ଆଜି

ଜେଏମଜେ ବ୍ୟୁରୋ : ଶୁକ୍ରବାର ସନ୍ଧ୍ୟା ଦର୍ଶନ । ଭକ୍ତମାନେ ଗୁଣ୍ଡିଚା ଘରେ ଚଳିତ ବର୍ଷ ପାଇଁ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ଲଭିବେ । ଏଣୁ ଶରଧାବାଲିରେ ଲାଗିବ ଭକ୍ତମାନଙ୍କ  ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ପାଇଁ  ଶ୍ରୀମନ୍ଦିର…

ରତ୍ନାକରଙ୍କ ନାମରେ ସଂଗୀନ ଅଭିଯୋଗ. ମହିଳା ବିଡ଼ିଓଙ୍କୁ ଦେଉଥିଲେ ନିର୍ଯ୍ୟାତନା.ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଅଡିଓ.

ଜେଏମଜେ ବ୍ୟୁରୋ : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆସିଛି । ଏହି ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଜନୈକା ମହିଳା ଓଏଏସ ଅଧିକାରିଣୀଙ୍କୁ ସେ ସଂଜରେ ଆସିବାକୁ କହୁଥିଲେ…

ଜଗନ୍ନାଥ ପ୍ରଧାନ ବିରୋଧରେ ଲାଗିଛି BNS ର ୧୧ଟି ଦଫା

ଭୁବନେଶ୍ୱର:(ଜେଏମଜେ ନ୍ୟୁଜ): ଜୁନ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି ।ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ…

ମହାରାଷ୍ଟ୍ର ସମେତ ୯ ଟି ରାଜ୍ୟ ବିଜେପି ସଭାପତିଙ୍କ ନାମ ଘୋଷଣା

ମହାରାଷ୍ଟ୍ର ସମେତ ୯ ଟି ରାଜ୍ୟ ପାଇଁ ବିଜେପି ଘୋଷଣା କଲା ନୂଆ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ରାଜ୍ୟରେ କାହାକୁ ମିଳିଲା ଦାୟିତ୍ୱ..କୁହାଯାଇଛି କି, ଆସନ୍ତା ୨ ଦିନ ମଧ୍ୟରେ ବାକି ଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ…

ଚିଟଫଣ୍ଡ ଠକେଇ: ୫ ଲକ୍ଷ ଛୋଟ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜେଏମଜେ ବ୍ୟୁରୋ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ରାଜ୍ୟର ବିଭିନ୍ନ ଚିଟ୍‌ ଫଣ୍ଡ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ଅତିରିକ୍ତ ୫ ଲକ୍ଷ ଛୋଟ ନିବେଶକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ଶରଧାବାଲିରେ ଦଳାଚକଟା ଘଟଣା: ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ଜେଏମଜେ ବ୍ୟୁରୋ : ପୁରୀରେ ଶରଧାବାଲିରେ ଦଳାଚକଟା ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ମାଗିଥିବା ଜଣାପଡିଛି । ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ…

ଅତିରିକ୍ତ କମିସନର ରତ୍ନାକର ସାହୁ ଅସୁସ୍ଥ

ଜେଏମଜେ ବ୍ୟୁରୋ : ରତ୍ନାକର ସାହୁ ଅସୁସ୍ଥ। ଅତିରିକ୍ତ କମିସନର ରତ୍ନାକର ସାହୁ ବେହୋସ୍। BMC ଅଫିସରେ କାମ କରୁଥିବା ବେଳେ ଚେତାଶୂନ୍ୟ ହେଲେ ଅତିରିକ୍ତ କମିସନର ରତ୍ନାକର ସାହୁ।ଦୁଇ ଦିନ ତଳେ BMC ଅଫିସରେ ଅତିରିକ୍ତ କମିସନରଙ୍କୁ ହୋଇଥିଲା ଆକ୍ରମଣ।…

ସୁରକ୍ଷାକର୍ମୀ ଙ୍କ ବଦଳରେ ଗନମ୍ୟାନ ଦରକାର – ମେୟର

ଜେଏମଜେ ବ୍ୟୁରୋ : ବିଏମସି ଅଫିସ୍‍ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ କାର୍ଯ୍ୟବନ୍ଦ ଆଂଦୋଳନ କରିଛନ୍ତି ଓଏଏସ ଅଫିସର ସଂଘ । ଏହି ଘଟଣାରେ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଏମସି ଅଫିସରେ…

ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କଲା ଓଏଏସ ସଂଘ

ଜେଏମଜେ ବ୍ୟୁରୋ : ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ…