୨୦୨୬ରେ ଓଡ଼ିଶାରେ ଗଠନ ହେବ କି ନୂଆ ଦଳ?
ଜେଏମଜେ ବ୍ୟୁରୋ : ୨୦୨୬ରେ ଓଡ଼ିଶା ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପରାଜୟ ପରେ ବିଜେଡି ଶକ୍ତି ହରାଉଥିବା ବେଳେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ବଳ ଗୋଟାଉଛି। ଏସବୁ ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବୟାନ…
CD ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ମହିଳା IIC
କୋରାପୁଟ: (ଜେଏମଜେ ନ୍ୟୁଜ ): ଅନ୍ୟକୁ ହାତକଡ଼ି ପିନ୍ଧାଉଥିଲେ । ଏବେ ତାଙ୍କ ହାତରେ ପଡ଼ିଲା ହାତକଡ଼ି । ଲାଞ୍ଚ ନେଇ ବନ୍ଧା ହେଲେ ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ଦଶମନ୍ତପୁର…
ଶ୍ରୀଜଗନ୍ନାଥ ମନ୍ଦିରର ୨୦୨୬ କ୍ୟାଲେଣ୍ଡର୍ ଓ ଡାଏରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର:(ଜେଏମଜେ ନ୍ୟୁଜ): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ…
ନବୀନ ପଟ୍ଟନାୟକଙ୍କୁଭେଟିଲେ ଶେରଗଡ଼ ଜନତା ଓ କର୍ମୀ।
ଶେରଗଡ଼ :(ଜେଏମଜେ ନ୍ୟୁଜ): ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଶେରଗଡ଼ ବ୍ଲକର ଜନ ସାଧାରଣ ଓ ବିଜୁ ଜନତା ଦଳ ନେତା ଓ କର୍ମୀ ମାନେ ଆଜି ପୂର୍ବାହ୍ନ ରେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା…
ll ଧନୁ ସଂକ୍ରାନ୍ତି ଓ ପହିଲିଭୋଗ ନୀତି ll
ଜେଏମଜେ ବ୍ୟୁରୋ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି। କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ। ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି…
ବଢୁଛି ବିଜେପି, ଦ୍ୱନ୍ଦ୍ୱରେ ଶଙ୍ଖ ଶିବିର..ପୁଣି ଗଞ୍ଜାମ ଆସୁଛନ୍ତି ମୁଖ୍ୟମନ୍ତ୍ରୀ।
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): କଡ଼ ଲେଉଟାଉଛି ଗଞ୍ଜାମ ଜିଲ୍ଲା ରାଜନୀତି । ନିଜ ଜିଲ୍ଲାକୁ ଯାଉନାହାନ୍ତି ନବୀନ ପଟ୍ଟନାୟକ । ବିଜେଡି ଜିଲ୍ଲା ସଭାପତିଙ୍କୁ ହତ୍ୟା ମାମଲାରେ ଜାମିନ ମିଳୁନି । ସେପଟେ ବାରମ୍ବାର ଗଞ୍ଜାମ ଗସ୍ତରେ ଆସୁଛନ୍ତି…
ବିକ୍ରମ ପଣ୍ଡାଙ୍କ ଙ୍କ ସମେତ 5 ଜଣଙ୍କ ଜାମିନ୍ ଆବେଦନ ଖାରଜ।
ବ୍ରହ୍ମପୁର : (ଜେଏମଜେ ନ୍ୟୁଜ ): ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ । ଅନ୍ୟ ୪ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ମଧ୍ୟ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଏଡିଜେ-୩…
ସାନ ଉସ୍ତାପଡ଼ା ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ବେଗୁନିଆପଡା : (ଜେଏମଜେ ନ୍ୟୁଜ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ସାନ ଉସ୍ତାପଡ଼ା ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ…
ସତ୍ୟ ମାଧ୍ୟମରେ ମୋଦୀ ଓ ଶାହାଙ୍କୁ କ୍ଷମତାରୁ ହଟାଇବୁ: ରାହୁଲ
ଜେଏମଜେ ବ୍ୟୁରୋ : ସତ୍ୟ ଓ କ୍ଷମତା ମଧ୍ୟରେ ଲଢେଇ ଚାଲିବ । ସତ୍ୟ ମାଧ୍ୟମରେ ମୋଦୀ ଓ ଶାହାଙ୍କୁ କ୍ଷମତାରୁ ହଟାଇବୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି । ଦିଲ୍ଲୀର…
ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!
ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ…
















