ମୋଡ଼ିଫାଏଡ ସାଇଲେନ୍ସର ଲଗାଇ କରୁଥିଲେ ବିକଟାଳ ଶବ୍ଦ, ୨୫୦ରୁ ଅଧିକ ସାଇଲେନ୍ସର ଉପରେ ଚଢ଼ିଲା ରୋଲର

Spread the love

ଜେଏମଜେ ବ୍ୟୁରୋ : ମୋଡ଼ିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କରୁଥିଲା ବାଇକ୍ । ବାଇକ୍ ଗୁଡ଼ିକରୁ ମୋଡ଼ିଫାଏଡ ସାଇଲେନ୍ସର ଜବତ କରିବା ସହ ଜରିମାନା ଲଗାଇଥିଲା ପୋଲିସ । ଏବେ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ କରିଛି ପୋଲିସ ।ଭଦ୍ରକ ସହରାଞ୍ଚଳ ପୋଲିସ ଭଦ୍ରକ ସହର ଗତ ମାସେ ହେବ ସ୍ବତନ୍ତ୍ର ଡ୍ରାଇଭ୍ କରି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଇକ୍ ଜବତ କରିଥିଲା । ପରେ ଯେଉଁ ଗାଡ଼ି ଗୁଡ଼ିକରେ ଅରିଜିନାଲ ସାଇଲେନ୍ସର ଖୋଲି ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିଲେ ସେହି ଗାଡ଼ି ଗୁଡ଼ିକ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇବା ସହ ମୋଡ଼ିଫାଏଡ ସାଇଲେନ୍ସର ଜବତ କରିଥିଲା । ପରେ ପ୍ରାୟ ୨୫୦ରୁ ଅଧିକ ଜବତ ମୋଡ଼ିଫାଏଡ ସାଇଲେନ୍ସର ଉପରେ ରୋଲର ଚଢାଇ ନଷ୍ଟ କରିଛି । ଆଗାମୀ ଦିନରେ ମୋଡ଼ିଫାଏଡ ସାଇଲେନ୍ସର ଲଗାଇଥିବା ବାଇକ୍ ଓ ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ସନ ହେବ ବୋଲି କହିଛନ୍ତି ଭଦ୍ରକ ସହରାଞ୍ଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 41 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 40 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 43 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 74 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 51 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 48 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ