୧ ଟଙ୍କା ନଆସିଲେ ବି ୧୭ରେ ମିଳିବ ଟଙ୍କା

Spread the love


ଜେଏମଜେ ବ୍ୟୁରୋ : ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସୁଭଦ୍ରାର ଶୁଭାରମ୍ଭ ହେବ । ତେବେ ଏହା ପୂର୍ବରୁ ପରୀକ୍ଷାମୂଳକଭାବେ ୧ ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇ ନାହିଁ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି ।
ତେବେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି ।
ସେ କହିଛନ୍ତି ଯେ ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ହିତାଧିକାରୀ ୧୭ରେ ସୁଭଦ୍ରା ଟଙ୍କା ପାଇବେ । ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିଲା । ସିଷ୍ଟମ ଚେକ କରିବାକୁ ୧ ଟଙ୍କାଳ ଲେଖାଏଁ ପଠାଯାଇଥିଲା । ଯାହା ଆକାଉଣ୍ଟକୁ ୧ ଟଙ୍କା ଯାଇନଥିବ ସେ ବି ସୁଭଦ୍ରା ଟଙ୍କା ପାଇବେ । ସବୁ ଯୋଗ୍ୟ ହିତାଧିକାରୀ ପାଇବେ, ଆକାଉଣ୍ଟକୁ ଟଙ୍କା ଯିବ । ୧୭ ତାରିଖ ପରେ ବି ଲୋକେ ଆବେଦନ କରିପାରିବେ । ନିଶ୍ଚିତ ଟଙ୍କା ପାଇବେ । ବାହାରେ ଥିଲେ ବି ଯେବେ ଆସି ଆବେଦନ କଲେ ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ କିଛି ସୁଭଦ୍ରା ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ ଆସୁଛି । ତାହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ତେବେ ଏଭଳି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି । ସେହିପରି ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ହିତାଧିକାରୀଙ୍କୁ ଫୋନ କଲ ଯାଉନାହିଁ । ସରକାରଙ୍କ ପକ୍ଷରୁ ଫୋନ କଲ କି ଲିଙ୍କ କୌଣସି ହିତାଧିକାରୀଙ୍କ ପାଖକୁ ଯିବ ନାହିଁ । ଯଦି କିଛି ଲିଙ୍କ ଆସୁଛି ତେବେ ଏହା ସାଇବର ଠକଙ୍କ କାର୍ଯ୍ୟ ହୋଇଥାଇପାରେ । ଏନେଇ ସତର୍କ ରହିବା ସହ କୌଣସି ଲିଙ୍କରେ କ୍ଲିକ ନକରିବାକୁ ଶ୍ରୀମତୀ ପରିଡ଼ା ଅପିଲ କରିଛନ୍ତି । ଏଥିସହ କାହାକୁ କାହାକୁ ନିଜର ଆକାଉଣ୍ଟ ନମ୍ବର କି ଏଟିଏମ ଡିଟେଲ୍ସ ନଦେବାକୁ କହିଛନ୍ତି । ସୁଭଦ୍ରା ପାଇଁ ଫର୍ମରେ ଆଦେବନ କରିବା ସହ ଇ-କେୱାସି ଦେଲେ ଟଙ୍କା ସୁନିଶ୍ଚିତ ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

  • Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 16 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    • By jmjnewso
    • September 16, 2026
    • 25 views
    ବଜାର ରେ. ମିଳୁଛି ବିଷ ମିଶା କଦଳୀ ¡ ନିରବୀ ଯାଇଛି ପ୍ରଶାସନ..

    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    • By jmjnewso
    • September 16, 2026
    • 38 views
    ସରକାରଙ୍କୁ ଅଡୁଆ ନିଜ ଦଳର ୩ ସାଂସଦଙ୍କ ଅସନ୍ତୋଷର ଚିଠି!

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 46 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 46 views
    UPI କାରବାର ନେଇ ଆସିଲା ନୂଆ ନିୟମ