ଏତଲା ରଖିଲାନି ପୋଲିସ୍।ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ.

Spread the love

ଜେଏମଜେ ବ୍ୟୁରୋ : ଏତଲା ରଖିଲାନି ପୋଲିସ୍। ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ.. ପୁଣି ପ୍ରଶାସନ ର ବିଫଳତା କୁ ନେଇ ପଦାକୁ ଆସିଲା ଛାତ୍ରୀ ଆତ୍ମଦାହ ଘଟଣା.। ଯାହା ସୂଚନା ଆସୁଛି ପୋଲିସ ର ଦାୟିତ୍ୱହୀନ ପାଇଁ ପୁଣି ଜଳିଗଲେ ଆଉ ଜଣେ ଛାତ୍ରୀ…

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚର ଘଟଣା..
ଯୁକ୍ତ୩ ଶେଷ ବର୍ଷର ଛାତ୍ରୀବ୍ଲାକମେଲ ର ଶିକାର ହେବାପରେ
ଥାନାରେ ଏତଲା ଦେଇଥିଲେ.. ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନାହିଁ.। ଶେଷରେ ଅସହାୟ ହୋଇ ଆଉ ଜଣେ ଛାତ୍ରୀ ଜଳି ଯାଇଥିବା ଅଭିଯୋଗ ହୋଇଛି.. ପଟ୍ଟାମୁଣ୍ଡାଇ ସଦର ଥାନା ଅଞ୍ଚଳରେ ଛାତ୍ରୀ ଦେହରେ କିରୋସିନ ଢାଳି ଆତ୍ମହୁତି ଦେଇଛନ୍ତି। ପୁରୁଷ ବନ୍ଧୁ ସାମାଜିକ ଗଣମାଧ୍ୟମ ରେ ଅନ୍ତରଙ୍ଗ ଫୋଟ କୁ ଭାଇରାଲ କରି ବ୍ଲାକମେଲିଂ କରୁଥିଲେ,। ହେଲେ ଛାତ୍ରୀ ଜଣକ ନ୍ଯାୟ ପାଇଁ ପୁଲିସ ର ଦ୍ବାରସ୍ଥ ହୋଇଥିଲେ ମଧ୍ଯ ପୋଲିସ ଏତଲା ରଖୁନଥିବା ପରିବାରଲୋକ ଅଭିଯୋଗକରିଛନ୍ତି।
ସରକାର ଙ୍କ ଅପାରଗତା ପାଇଁ ଲୋକେ. ପୋଲିସ ପାଖରୁ ନ୍ୟାୟ ପାଇପାରୁ ନାହାନ୍ତି.. ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି.. ବିପର୍ଯ୍ୟସ୍ତ ହୋଇପଡ଼ିଲାଣି ଆଇନ ଶୃଙ୍ଖଳା ପରିସ୍ଥିତି।


ଅନ୍ୟପଟେ ଛାତ୍ରୀ ଜଳିଯିବା ଘଟଣାରେ ତୁରନ୍ତ ହସ୍ତକ୍ଷେପ କଲେ ଡିଜିପି । କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ । କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କେବେ ଓ କେଉଁ ଥାନାରେ ଅଭିଯୋଗ କରିଥିଲେ, ତାହା ମଧ୍ୟ ଯାଞ୍ଚ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ।


  • jmjnewso

    Related Posts

    ଭଞ୍ଜନଗର ଥାନାରେ ତୃତୀୟ ମୋବାଇଲ ମେଳା

    Spread the love

    Spread the loveଭଞ୍ଜନଗର : ଜେଏମଜେ ନ୍ୟୁଜ (ପୁରୁଷୋତ୍ତମ ମହାପାତ୍ର ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଚଳିତ ବର୍ଷର ତୃତୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍‌ ମଧ୍ୟରୁ ମୋଟ ୩୫ଟି…

    କୁଶପଡା ରେ ନିଆରା ବାହୁଡା଼ ଯାତ୍ରା

    Spread the love

    Spread the love ଦିଗପହଣ୍ଡି : ଜେଏମଜେ ନ୍ୟୁଜ (ଗଜାନନ ତ୍ରିପାଠୀ ): ଓଡ଼ିଶା ରାଜ୍ୟ ଗଂଜାମ ଜିଲ୍ଲା ଦିଗପହଣ୍ଡିର କୁଶପଡ଼ାରେ ଗ୍ରାମରେ କବିରୀଜ ଡ଼କ୍ଟର ଗଜାନନ ତ୍ରିପାଠୀ ଆଇନଜୀବୀ ଏବଂ ସାମ୍ବାଦିକ ଙ୍କ ଦ୍ବାରା ପ୍ରତିଷ୍ଠିତ ଚତୁର୍ଦ୍ଧା ଦୁରୁ ଦିଅଁ…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ