ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟ ଠାରେ ସଂସ୍କୃତ ଦିବସ ପାଳିତ

Spread the love

ଜେଏମଜେ ବ୍ୟୁରୋ : ବିଶ୍ବର ସବୁଠାରୁ ପୁରାତନ ଭାଷା ସଂସ୍କୃତ । ବେଦଠାରୁ ଆରମ୍ଭ କରି ପୁରାଣ, ଉପନିଷେଦ ଆଜି ସଂସ୍କୃତ ଭାଷାରେ ରଚିତ । ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ବ ରହି ଆସିଛି । ହିନ୍ଦୁ ଧର୍ମର ଏହା ଏକ ପବିତ୍ର ଭାଷା । ପାଠ୍ୟ ବିଷୟବସ୍ତୁ ଭାବେ ଏହାର ସ୍ବତନ୍ତ୍ର ସ୍ଥାନ ରହିଛି । ସଂସ୍କୃତ ଭାଷାକୁ ସମସ୍ତ ଭାଷାର ମାଆ ବୋଲି ମଧ୍ୟ କୁହାଯାଏ। ତେଣୁ ପ୍ରତିବର୍ଷ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କିରବାକୁ ସଂସ୍କୃତ ଦିବସ ପାଳନ କରାଯାଉଛି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ 1969 ମସିହାରୁ ସଂସ୍କୃତ ଦିବସ ପାଳନ ହୋଇ ଆସୁଛି

ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ବ ସଂସ୍କୃତ ଦିବସ ପାଳନ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଚଙ୍ଗୁଡ଼ିଘାଇ ସ୍ଥିତ ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଖଣ୍ଡୁଆଳ ଙ୍କ ସଭାପତିତ୍ୱ ରେ ସଂସ୍କୃତ ଦିବସ ପାଳନ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିଶିର କୁମାର ଶତପଥି, ଏବଂ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲଡ଼ୁ କିଶୋର ସେଠୀ, ଯୋଗ ଦେଇସଂସ୍କୃତ ଭାଷା, ଶିକ୍ଷା ଉପରେ ବିଦ୍ୟାଳୟ ର ଶତାଧିକ ଛାତ୍ର ଙ୍କୁ ପରାମର୍ଶ ଦେଇଥିଲେ.ଆଜିର ଦିବସ ରେ ପିଲାମାନେ ସଂସ୍କୃତ ଶ୍ଳୋକ ପାଠ କରି ଅତିଥି ମାନଙ୍କୁ ଶୁଣାଇଥିଲେ. ବେଦ ଠାରୁ ଆରମ୍ଭ କରି ପୁରାଣ, ଉପନିଶେଦ, ଆଦି ସଂସ୍କୃତ ଭାଷା ରେ ରଚିତ, ହିନ୍ଧୁ ଧର୍ମ ର ଏହା ପବିତ୍ର ଭାଷା. ସଂସ୍କୃତ ଭାଷା ସମସ୍ତ ଭାଷା ର ମାଆ, ଏବେ ଧୀରେ ଧୀରେ ବ୍ୟବହାର କମି କମି ଯାଉଛି. ବୋଲି ଗୁରୁତ୍ୱପୂର୍ଣ ଆଲୋଚନା କରିଥିଲେ.. ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପିଲାଙ୍କ ମଧ୍ୟରେ ଶ୍ଳୋକ ଓ ତର୍କ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା. ଶେଷରେ ପିଲାଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା.. କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ଚନ୍ଦ୍ର ଦାଶ ସାମଲ, ଅମିତ୍ରୀ ବେହେରା, ମନୋଜ କୁମାର ସାହୁ, P. ଲୋକେଶ୍ୱର ରାଓ, ସାଗର ପ୍ରଧାନ,ଙ୍କ. ସମେତ କର୍ମଚାରୀ ସହଯୋଗ କରିଥିଲେ.

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

    Spread the love

    Spread the loveଭୁବନେଶ୍ଵର: ଜେଏମଜେ ନ୍ୟୁଜ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%,…

    Leave a Reply

    Your email address will not be published. Required fields are marked *

    You Missed

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ