ନବୀନବାବୁ ଠିକ ନିଷ୍ପତ୍ତି ନିଅନ୍ତୁ ଏବଂ ଦଳକୁ ବଞ୍ଚାନ୍ତୁ: ଭକ୍ତ ଦାସ

Spread the love

ଜେଏମଜେ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି,ବିଜୁ ଜନତା ଦଳ(ବିଜେଡି) ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି।ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ। ଯଦି ଏଥିରେ ସତ୍ୟତା ନାହିଁ, ତେବେ ତାହା ଏବେ ପ୍ରମାଣିତ କରିବାର ସମୟ ଆସିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

୫୧ ବିଧାୟକ ଜିତିଲେ ହେଲେ ଜଣେ ସାଂସଦ କେଉଁଭଳି ଜିତିପାରିଲେ ନାହିଁ। ଦଳର ତ୍ରୁଟି ପୂର୍ଣ୍ଣ ନିଷ୍ପତି ପାଇଁ ବହୁ ବିଧାୟକ ହାରିଛନ୍ତି। ରାଜ୍ୟସଭାରେ ଯେଉଁ ନେତା ଅଛନ୍ତି ସେମାନେ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବାକୁ କହୁଛନ୍ତି। ତେଣୁ ବିଜେଡି ଏବେ ଇଣ୍ଡିଆ ମେଣ୍ଟକୁ ସହଯୋଗ କରିବାର ସମୟ ଆସିଛି। ଭୟରୁ ବିଜେଡି ମୁକ୍ତ ହେବା ଦରକାର। ଏତେ ବଡ ଦଳକୁ ଏଭଳି ନଷ୍ଟ କରିବା କଥା ନୁହେଁ।  ନବୀନ ବାବୁଙ୍କ ନିଷ୍ପତ୍ତି ବିଜେଡି ଭବିଷ୍ୟତ ନିର୍ଦ୍ଦାରଣ ହେବ।ନବୀନ ବାବୁଙ୍କୁ ଛୁଇଁବାକୁ କେନ୍ଦ୍ର ସରକାରଙ୍କ ସାହସ ନାହିଁ। କାହିଁକି ନବୀନ ବାବୁ ଚାପରେ ରହୁଛନ୍ତି। ଯଦି ବିଜେଡି ଆବଷ୍ଟେନ୍ କରେ ତାହା ମଧ୍ୟ ବିଜେପିକୁ ସମର୍ଥନ କଲା ଭଳି। ତେଣୁ ନବୀନ ନିଷ୍ପତ୍ତି ନିଅନ୍ତୁ ଏବଂ ଦଳକୁ ବଞ୍ଚାନ୍ତୁ।

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମିଳନୀରେ ଭକ୍ତ ଚରଣ ଦାସ କହିଛନ୍ତି, ୨୦୧୮ ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଅନେକ ଛାତ୍ର ନେତା ଦେଶ ଏବଂ ରାଜ୍ୟରେ ବିଭିନ୍ନ ବଡ ପଦପଦବୀରେ ରହି ନିଜର  ଦକ୍ଷତା ପ୍ରତିପାଦିତ କରୁଛନ୍ତି। ତେବେ କାହିଁକି ସରକାର ଛାତ୍ର ନେତାଙ୍କୁ ଅଣଦେଖା କରୁଛନ୍ତି। ବିଜେଡି ଏବଂ ବିଜେପି ଉଭୟ ସରକାର ଏହି ଅପରାଧ କରିଛନ୍ତି, ଏବେ ଏହି ଅପରାଧରୁ ମୁକ୍ତ ହେବାର ସମୟ ଆସିଛି। ଛାତ୍ରର ଅଧିକାରଙ୍କ ସରକାର କାହିଁକି ଦମନ କରୁଛନ୍ତି। ସମୟ ଆସିଛି ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ବୋଲି ଭକ୍ତଚରଣ ଦାସ କହିଛନ୍ତି।

  • jmjnewso

    Related Posts

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ତଥା ଉତ୍ତରପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ୍ ସି.ପି. ରାଧାକୃଷ୍ଣନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ତାଙ୍କ ଆସନକୁ…

    MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

    Spread the love

    Spread the loveଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ