ସହର ବୁଲିଲେ ସ୍ଥିତି ପରଖିଲେ କବିସୂର୍ଯ୍ୟନଗର ବିଧାୟକ

Spread the love

ସହର ବୁଲିଲେ ସ୍ଥିତି ପରଖିଲେ କବିସୂର୍ଯ୍ୟନଗର ବିଧାୟକ..
ରାସ୍ତା, ପରିବେଶ, ଡ୍ରେନ, ବୁଲି ବୁଲି ଦେଖିଲେ ସାହି ବାସିନ୍ଦା ଙ୍କ. ସହ ଆଲୋଚନା କଲେ..
ଆଜି ସକାଳୁ ସକାଳୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ସହର ର 16 ଓ 17 ନଂ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଡ୍ରେନେଜ ବ୍ୟବସ୍ଥା, ରାସ୍ତା, ଓ ପରିବେଶ ସ୍ଥିତି ଦେଖିଲେ କବିସୂର୍ଯ୍ୟନଗର ସହର ର 16 ନଂ ୱାର୍ଡ ବନଦେବୀ ପାଟଣା ମୁଖ୍ୟ ରାସ୍ତାରେ ବର୍ଷା ପାଣି ନିଷ୍କାସନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟ ରାସ୍ତା ପାର୍ଶ୍ଵ ଡ୍ରେନ କ୍ଷୁଦ୍ର ଜଳସେଚନ, ପୂର୍ତ୍ତ ଓ NAc କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଥିବା ଜଣାଯାଇଛି. ସେହିପରି ଅଧିଷ୍ଠାତ୍ରୀ ଦେବି ମା ବନଦେବୀ ବର୍ଷା ପାଣିରେ ବୁଡି ରହିବା ଘଟଣା କୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରତିକାର ପାଇଁ ଦେଲେ ପ୍ରତିଶୁତି..ନାଗେଶ୍ୱର ମାର୍ଗ ରାସ୍ତା ନିର୍ମାଣ, ନୂଆବେଢ଼ାବନ୍ଧ MIP ପୁନଃରୁଦ୍ଧାର, ପାଣି ନିଷ୍କାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ କହିଥିଲେ..
ବିଧାୟକ ବୁଲିବା ବେଳେ ସହର ରେ ଆଲୋକ ବ୍ୟବସ୍ଥା ନଥିବା କୁଢ଼ କୁଢ଼ ମଇଳା ପଡିରହିଥିବା, ସହିସାହି ରେ ରାସ୍ତା ଅବସ୍ଥା କଦର୍ଯ୍ୟ ଥିବା ୱାର୍ଡ ବାସୀ ଦୃଷ୍ଟି ଆକର୍ଷଣ କରିଥିଲେ.. ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ NAc ଅଧିକାରୀ, କାଉନ୍ସିଲର, ଅଧ୍ୟକ୍ଷା ଙ୍କ ସହ କଥାବାର୍ତା କରି ସମସ୍ୟା ଦୂର କରିବା ପାଇଁ କହିଥିଲେ..
ଏଠାରେ କୁହାଯାଉଛି ଯେ 24 ବର୍ଷ ବିଜେଡି ନେତୃତ୍ବାଧୀନ ଥାଇ କବିସୂର୍ଯ୍ୟନଗର ର ଅବ୍ୟବସ୍ଥା କୁ ଦେଖି ଖୁବ୍ଧ ହୋଇଥିଲେ ବିଧାୟକ…
ବିଜେପି ସରକାର ଆସବା ପରେ ସରକାର କୁ 100 ଦିନ ପୂର୍ତ୍ତି ହୋଇଛି ଏଣୁ ଲୋକଙ୍କ ସରକାର ଏବେ ଲୋକଙ୍କ ପାଇଁ କାମ କରିବାକୁ ନିଜେ ସାହି ସାହି ବୁଲି ଲୋକଙ୍କ ସମସ୍ୟା ବୁଝିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ବିଧାୟକ ଶ୍ରୀ ନାୟକ..
ସେହିପରି ଆଜିଠୁ ବିଭିନ୍ନ ୱାର୍ଡ ପର୍ଯ୍ୟାୟ କ୍ରମେ ବୁଲି ସ୍ଥିତି ସୁଧାରିବାକୁ ସେ କହିଛନ୍ତି ବିଧାୟକ ଙ୍କ ସହ ସାଂସଦ ପ୍ରତିନିଧି ଶ୍ରକାନ୍ତ ମହାପାତ୍ର, ବିଶ୍ୱଜିତ ମହାପାତ୍ର, ରାମ ପ୍ରସାଦ ମହାରଣା, ଅଶୋକ ଜେନା, ଦୀପକ ବିଶୋଇ, ଶେଷଦେବ ବେହେରା ଙ୍କ ସମେତ ବହୁ କର୍ମକର୍ତା ବୁଲୁଥିବା ଦେଖିବାକୁ ମିଳିଥିଲା
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 68 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ