କଳିଙ୍ଗା ଘାଟି ରାସ୍ତା ସିଲ୍, ଭୂସ୍ଖଳନ ଭୟରେ ପ୍ରଶାସନର ବଡ଼ ପଦକ୍ଷେପ

Spread the love


ଜେଏମଜେ ବ୍ୟୁରୋ : ବାତ୍ୟା ପୂର୍ବରୁ କଳିଙ୍ଗା ଘାଟି ରାସ୍ତା ସିଲ କଲା ଭଞ୍ଜନଗର ପ୍ରଶାସନ । କଳିଙ୍ଗା ଘାଟିରେ ଭୂସ୍ଖଳନ ହେବାର ଭୟ ଆରମ୍ଭ ହୋଇଛି । ଘାଟି ରାସ୍ତା ମରାମତି ଚାଲିଥିବା ବେଳେ କାମ ବନ୍ଦ କରି ସବୁ ଶ୍ରମିକକୁ ଘାଟିରୁ ତଳକୁ ଅଣାଯାଇଛି । ଗତକାଲି ରାତିରୁ ଭଞ୍ଜନଗର ଓ ତା ଆଖପାଖ ଅଂଚଳରେ ବର୍ଷା ଲାଗିରହିଛି । ବିକଳ୍ପ ରାସ୍ତା ନିର୍ମାଣ ପାଇଁ ପଙ୍ଗୁଲୁ ଠାରୁ ବାଲିଆପଟା ଜଙ୍ଗଲ ରାସ୍ତାରେ ମଧ୍ୟ ପାଣି ଜମିଯାଇଥିବାରୁ ସେ ରାସ୍ତାରେ କେହି ଯିବା ଆସିବା ନ କରିବାକୁ ଭଞ୍ଜନଗର ପ୍ରଶାସନ ଘୋଷଣା କରିଛନ୍ତି ।ବର୍ଷ। ଲାଗି ରହିଥିବାରୁ ଘାଟି ରାସ୍ତାରେ ପୁଣି ଭୁସ୍ଖଳନ ହେବା ଭୟ ରହିଛି ।

ଗତ କିଛି ମାସ ମଧ୍ୟରେ କଳିଙ୍ଗା ଘାଟିରେ ଏକାଧିକ ଭୂସ୍ଖଳନ ଦେଖିବାକୁ ମିଳିଛି । ସେହି ଭୂସ୍ଖଳନରେ ରାସ୍ତା ଧୋଇଯାଇଥିବାରୁ ଯାତାୟତ ପୂରା ବିଛିନ୍ନ ହୋଇଯାଇଥିଲା । ଅନେକ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଏହି ରାସ୍ତାକୁ ବନ୍ଦ କରାଯାଇଥିଲା । ଏହାପରେ କଳିଙ୍ଗା ଘାଟିକୁ ମରାମତି ଆରମ୍ଭ କରାଯାଇଥିଲା । ଏବେ କଳିଙ୍ଗା ଘାଟିରେ ମରାମତି କାମକୁ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶ୍ରମିକଙ୍କୁ ଘାଟି ତଳକୁ ଅଣାଯାଇଛି । ସେପଟେ ପ୍ରଶାସନ ମଧ୍ୟ କଳିଙ୍ଗା ଘାଟିକୁ ସିଲ୍ କରିଛି ।

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 64 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ