ବ୍ରହ୍ମପୁର ଟିଏବବିର ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା

Spread the love

ବ୍ରହ୍ମପୁର :(ଜେଏମଜେ ବ୍ୟୁରୋ ): ବ୍ରହ୍ମପୁର ହିଲପାଟଣା ସ୍ଥିତ ଟାଏକୋଣ୍ଡୋ ଆସୋସିଏସନ ଅଫ ବ୍ରହ୍ମପୁର ଖେଳାଳିଙ୍କ ଅସାଧାରଣ ସଫଳତା ହାସଲ କରି ଓଡ଼ିଶାର ଗର୍ବ ବଢ଼ାଇଛନ୍ତି l ଗତ ୧୩ ରୁ ୧୬ ଅକ୍ଟୋବର ମାସରେ ଭାରତ,ମାଲେସିୟା, ଶ୍ରୀଲଙ୍କା, ବାଙ୍ଗଲାଦେଶ, ଚାଇନା ଏହି
୫ ଗୋଟି ଦେଶର ଖେଳାଳି ମାନେ ମାଲେସିଆର କୁଆଲାଲମ୍ପୁର ଠାରେ ସ୍ପୋର୍ଟ୍ସ ଇଣ୍ଟରନ୍ୟାସନାଲର ବିଶ୍ୱ ଫିଟନେସ ଫେଡେରେସନ ଯୋଗ ପ୍ରତିଯୋଗିତାରେ ଭାଗନେଇ ଉଲ୍ଲେଖନିୟ ସଫଳତା ହାସଲ କରିଥିବା ପି.ପ୍ରତୀକ ପାତ୍ର ଓ ଆଦର୍ଶ ନାୟକ ଏହି ଦୁଇଛାତ୍ର ୟୋଗା ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ବ୍ରହ୍ମପୁର ଟାଏକ୍ରୋଣ୍ଡୋ ଆସୋସିଏସନ ପକ୍ଷରୁ ସନ୍ନମାନିତ କରାଯlଇଥିଲା l

ଏହା ସହ ଟାଏକ୍ରୋଣ୍ଡୋ ଆସୋସିଏସନ ଅଫ ବ୍ରହ୍ମପୁରର ୨୨୫ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ରଙ୍ଗର ବେଲ୍ଟ ଏବଂ ସାର୍ଟପିକେଟ ପ୍ରଦାନ କରାଯାଇଥିଲା l ଛାତ୍ରଛାତ୍ରୀ, ଅଭିଭାବକ,ଆସୋସିଏସନ ସଦସ୍ୟ ଓ ଅତିଥିମାନେ ଉତ୍ସାହପୂର୍ଣ୍ଣ ଭାବେ ଅଭିନନ୍ଦନ ଜଣାଇବା ସହ ଆଶ୍ରିବାଦ କରିଥିଲେ l ଟାଏକ୍ରୋଣ୍ଡୋ ଆସୋସିଏସନ ଅଫ ବ୍ରହ୍ମପୁର ପକ୍ଷରୁ ଯୁବପୀଡ଼ିଙ୍କ ମଧ୍ୟରେ ଖେଳ ଓ ଶାରୀରିକ ସୁସ୍ଥତା ପ୍ରତି ଜାଗୃତି ଆଣିବା ପାଇଁ ସଂକଳ୍ପ ପ୍ରକାଶ କରାଯlଇଥିଲା l ଏହି ସମାରୋହରେ ତାଇକୋଣ୍ଡୋ ଏସୋସିଏସନ୍ରର ମୁଖ୍ୟ ପ୍ରଶିକ୍ଷକ ଚସିବ ସତ୍ୟ ନାରାୟଣ ତ୍ରିପାଠୀ, ଉପ ସଭାପତି ଡ଼. ସତ୍ୟବ୍ରତ ଦାଶ, ସଂଘ ସଦସ୍ୟ ଦେବାଶିଷ ବେହେରା ଓ ସୁବ୍ରତ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ତପେନ୍ଦ୍ର ଡାକୁଆ ଙ୍କ ରିପୋର୍ଟ

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 15 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 25 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 35 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 40 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 35 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

    • By jmjnewso
    • September 14, 2026
    • 33 views
    ଗଞ୍ଜାମ ଜିଲ୍ଲା ଲେଖକ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ