ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା

Spread the love

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ):  ଓଡ଼ିଆ ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର ଦୁର୍ଘଟଣାଗ୍ରସ୍ତ । କାର ସାମ୍ନାକୁ କୁକୁରୁ ଆସିଯିବାରୁ ନିୟନ୍ତ୍ରଣ ହରାଇ କେନାଲ ଭିତରକୁ ଖସିଲା ଗାଡ଼ି । ଫଳରେ ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତା । ବର୍ତ୍ତମାନ କାରଟିକୁ ସେଠାରୁ କ୍ରେନ ଯୋଗେ କଢ଼ାଯାଇଛି । ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସାମ୍ନାକୁ ଆସିଛି । ଅଭିନେତା ସୁସ୍ଥ ଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ଯାହା ସୂଚନା ମିଳିଛି, ଭୁବନେଶ୍ୱର କଳାଝରି ସାଇପନ ଦୟା ୱେଷ୍ଟ କେନାଲ ନିକଟରେ ଅଶ୍ରୁମୋଚନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଶ୍ରୁ୍ମୋଚନ ଆଜି ସକାଳେ କଟକରୁ ସୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ କେନାଲ ରୋଡ୍ ବାଟ ଦେଇ ଫେରୁଥିବା ବେଳେ ହଠାତ୍ କୁକୁର ସାମ୍ନାକୁ ଆସିଥିଲେ । ଫଳରେ ନିୟନ୍ତ୍ରଣ ହରାଇ କାରଟି ପଟିଆ ନୂଆ ରେଳ ଷ୍ଟେସନ ପାଖ କେନାଲକୁ ଖସିଯାଇଥିଲା। କେନାଲରେ ପାଣି କମ ଥିବାରୁ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଭିନେତା ଅଶ୍ରୁମୋଚନ । ପରେ କ୍ରେନ ସାହାଯ୍ୟରେ କାରଟିକୁ ଉପରକୁ ଆଣିଥିଲା ସୂଚନା ଅନୁଯାୟୀ କାରର ବେଶୀ କ୍ଷତି ହୋଇନଥିବା ଜଣାପଡିଛି । 

  • jmjnewso

    Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଗୁପ୍ତେଶ୍ୱର ପୀଠରେ ୧୫ ହଜାର କାଉଡ଼ିଆଙ୍କ ସମାଗମ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    ଆଜୀବନ ସଜା କାଟୁଥିଲେ: ୧୯ କଏଦୀଙ୍କୁ ମିଳିଲା ନୂଆ ଜୀବନ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

    ଜନତା ମାଗେ ଜବାବ, 03ଅଗଷ୍ଟ 2026

    ଜନତା ମାଗେ ଜବାବ 1 ଅଗଷ୍ଟ 2026