ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫

Spread the love

ଢେଙ୍କାନାଳ (ଜେଏମଜେ ନ୍ୟୁଜ ): ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ପରିସରରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟ କ୍ରମରେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶାମଲ ଭଗତ କଲ୍ୟାଣ ରାଓ(ଆଇଏଏସ)ମୁଖ୍ୟ ବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ ବିକାଶ ମଲ୍ଲିକ, ଉଦ୍ୟାନ କୃଷି ଅଧିକାରୀ ସରପଞ୍ଚ ବୀଣାପାଣି ନାଏକ ପ୍ରମୁଖ ମଞ୍ଚାସିନ ଥିଲେ ଓ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଲୋକାର୍ପଣ ଯାତ୍ରା ୨୦୨୫ ଆଇଏଏସ ଶାମଲ ଭଗତ କଲ୍ୟାଣ ରାଓ ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା l

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ତାଙ୍କ ବ୍ୟକ୍ତବରେ ଏଲ୍. ଆର. ଆଇ କଣ ତାହା ବିଷୟରେ କିଛି କହିଥିଲେ ଓ ମୁଖ୍ୟବକ୍ତା ଭାବେ ଶାମଲ ଭଗତ କଲ୍ୟାଣ ରାଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉପରେ କିଛି ମତ ବ୍ୟକ୍ତ କରିଥିଲେ l ଓ ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଦ୍ଵାରା ଯେଉଁ ଚାଷୀମାନେ କୃତକାର୍ଯ୍ୟ ହୋଇଥିଲେ ତାଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ବିମଳ ବିଶ୍ଵାଳଙ୍କ ଦ୍ଵାରା ଯାଦୁ ପ୍ରଦର୍ଶନ ହୋଇଥିଲା l ଏହି କାର୍ଯ୍ୟ କ୍ରମରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବାଶିଷ ତ୍ରିପାଠୀ, ବ୍ଲକ କୃଷି ଅଧିକାରୀ ରାମେଶ୍ବର ଜେନା, ଜିଲ୍ଲା ସ୍ତରୀୟ କୃଷି ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ ଓ ଜଳ ବିଭାଜିକା ର ସହକାରୀ ନିର୍ଦେଶକ ସସ୍ମିତା ନାୟକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି କାର୍ଯ୍ୟ କ୍ରମରେ ବହୁ ସଂଖ୍ୟାରେ ମହିଳା ଓ ଚାଷୀ ମାନେ ଉପସ୍ଥିତ ଥିଲେ l

ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ

  • jmjnewso

    Related Posts

    ଦେବ ଦୀପାବଳି ପ୍ରଥମ ଦିବସ – ଅଦିତି ଓ କଶ୍ୟପଙ୍କୁ ମହାପ୍ରଭୁଙ୍କ ଶ୍ରାଦ୍ଧ

    Spread the love

    Spread the loveଜେଏମଜେ ବ୍ୟୁରୋ (ମୁନି ଶତପଥି ଙ୍କ ରିପୋର୍ଟ ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁ ଜଗନ୍ନାଥ ନିଜ ପିତା–ମାତା** ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି **।ବାମନ ଅବତାରରେ ବିଷ୍ଣୁ ଅଦିତିଙ୍କ ଗର୍ଭରୁ ଜନ୍ମନେଇଥିବାରୁଏମାନେ ଭଗବାନଙ୍କ ମାତା–ପିତା ଭାବେ…

    ଓଡ଼ିଶାର ବାମଣ୍ଡା ରାଜ୍ୟର ଜଣେ ବିଶିଷ୍ଟ ରାଜାଙ୍କ ଓଡିଶା ପାଇଁ ଅବଦାନ।

    Spread the love

    Spread the loveଜେଏମଜେ ବ୍ୟୁରୋ (ମୁନି ଶତପଥୀ ଙ୍କ ରିପୋର୍ଟ ): ଓଡ଼ିଶାର ବାମଣ୍ଡା ରାଜ୍ୟର ଜଣେ ବିଶିଷ୍ଟ ରାଜା ତଥା ସାରସ୍ୱତ ସାଧକ ଥିଲେ ସାର୍ ବାସୁଦେବ ସୁଢଳ ଦେବ (Sir Basudeba Sudhala Deba)।ସେହି ମହାନ ବ୍ୟକ୍ତିଙ୍କ ସମ୍ବନ୍ଧରେ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!