କୋଦଳା NAC ରେ ଗଞ୍ଜାମ ପିଡି : ହେଲେ ଅଭିଯୋକାରୀ ଙ୍କ ବଦଳରେ ଅଭିଯୁକ୍ତଙ୍କୁ ନେଇ ହେଲା ତଦନ୍ତ:

Spread the love

ଜେଏମଜେ ବ୍ୟୁରୋ : କୋଦଳା NAC ପରିସରରେ ଓଡିଶା ଏକ୍ସପ୍ରେସ ର ସାମ୍ବାଦିକ ତଥା କାଉନ୍ସିଲର ଙ୍କୁ ଆକ୍ରମଣ ଘଟଣା.ରେ ଆଜି ଗଞ୍ଜାମ ପଡି ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି. ହେଲେ ଅଭିଯୋଗ ରହିଥିବା ଅଧ୍ୟକ୍ଷ ଓ ଅଧିକାରୀ ଙ୍କୁ ନେଇ କରାଯାଉଥିବା ତଦନ୍ତ କେତେ ନିରପେକ୍ଷ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି.. ଯାହା ଜଣାଯାଇଛି ରାଜ୍ୟ ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ଗଞ୍ଜାମ ଏସପି ଙ୍କୁ ତଦନ୍ତ ନିର୍ଦେଶ ଆସିବା ପରେ ଆଜି ଜିଲ୍ଲାପାଳ ଙ୍କ ନିର୍ଦେରେ. କୁଆଡେ ନଗର ଉନ୍ନୟନ ପ୍ରକଳ୍ପ ନିର୍ଦେଶକ କୋଦଳା ଏନଏସି କାର୍ଯ୍ୟଳୟ ର ପହଞ୍ଚି ଫାଇଲ ଘାଣ୍ଟୁଥିବା ଏବଂ ପରେ ପରେ ମେଡିକାଲ କୁ ଯାଇ ଆହତ ସାମ୍ବାଦିକ ଙ୍କ ସମ୍ପର୍କ ରେ ତଦନ୍ତ କରିବା ପରେ ସେଠାରୁ କୋଦଳା ଥାନା କୁ ଯାଇ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି ହେଲେ ପିଡି ଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ପାଖେ ପାଖେ ଥିବା ଦେଖିବାକୁ ମିଳିଥିଲା..

ସେହିପରି ଏନଏସି କାର୍ଯ୍ୟାଳୟ ରେ ଅଧ୍ୟକ୍ଷ ଓ ଅଧିକାରୀ ଙ୍କୁ ନେଇ ତଦନ୍ତ କରାଯିବା ପରେ ତଦନ୍ତ ଅଧିକାରୀ ଙ୍କ କାର୍ଯ୍ୟ ରେ ସନ୍ଦେହ ଦେଖାଦେଇଛି..ଥାନାରେ ମାମଲା ପରେ ଅଧ୍ୟକ୍ଷ ଓ ଅଧିକାରୀ ଆଇନ ଅନୁଯାୟୀ ଗିରଫ କରିବା ପରିବର୍ତ୍ତେ ନିର୍ଭୟ ରେ ଥାନା ଆଗରେ ବୁଲୁଥିବା ଦେଖିବାକୁ ମିଳିଛି.ଘଟଣା ସମ୍ପର୍କ ରେ ଥାନା ଅଧିକାରୀ କହିଛନ୍ତି ଦୁଇଜଣ ଆକ୍ରମଣ କାରି ଙ୍କୁଖୁବ ଶୀଘ୍ର ଗିରଫ କରାଯିବ କାର୍ଯ୍ୟଳୟ ରେ ସିସି କ୍ୟାମରା ଠିକ ନଥିବାରୁ ତଦନ୍ତ ବିଳମ୍ବ ହେଉଛି.. ହାର୍ଡିସ୍କ ଜବତ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି.. ସେପଟେ ତଦନ୍ତ କରିବାକୁ ଆସିଥିବା ପିଡି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ତଦନ୍ତ ପରେ ଜଣାପଡିବ ବୋଲି କହି ସାମ୍ବାଦିକ ଙ୍କ ପ୍ରଶ୍ନ କୁ ଏଡାଇ ଦେଇ ଫେରିଥିଲେ..


କୁହାଯାଉଛି ପ୍ରମାଣ ନଷ୍ଟ ପାଇଁ କାର୍ଯ୍ୟଳୟ ରୁ ସିସିଟିଭି ଫୁଟେଜ କୁ ଅଧ୍ୟକ୍ଷ ଓ ଅଧିକାରୀ ଯୋଜନା ବଦ୍ଧ ଭାବେଟେଣ୍ଡର ପୂର୍ବରୁ ଗାଏବ କରିଦେଇଛନ୍ତି. ବିନା ସିସିଟିଭି ରେ କିମିତି ଚାଲିଥିଲା କାର୍ଯ୍ୟାଳୟରେ ଟେଣ୍ଡର.ପ୍ରକିୟା? ଟେଣ୍ଡର ଦିନ କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସ କୁ ଖବର ଦେଇନଥିଲେ କାହିଁକି? ଏଣୁ ଟେଣ୍ଡର ଫିକ୍ସିଂ ଯଦିଓ କରାଯାଇଛି ଘଟଣାରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀ ଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି କାହିଁକି?
ଅଧ୍ୟକ୍ଷ ଓ ଅଧିକରୀ ଭଡାଟିଆ ଗୁଣ୍ଡା ଲଗାଇ ଦୁର୍ନୀତି ର ପ୍ରତିବାଦ କରୁଥିବା ସାମ୍ବାଦିକ ତଥା କାଉନ୍ସିଲର ଙ୍କ ଏତଲା ପ୍ରକାରେ କୋଦଳା ଥାନା କେସ ନଂ 784/25 ପ୍ରକାରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା 126(2), 296/115/(2),/ 117(2), /109(1)./303(2)/351(2).ଏବଂ BNS 3(5) ରେ ମାମଲା ରୁଜୁ ହୋଇଥିବା ବେଳେ କାହା ଆଶୀର୍ବାଦ ରେ କାର୍ଯ୍ୟାଳୟ ରେ ବସୁଛନ୍ତି ଏଠି ଆଇନ କାନୁନ କୁ ନେଇ ପ୍ରଶ୍ନ ଉଠିଛି.? ଅନ୍ୟ ପକ୍ଷରେ ଆଲୋଚନା ହେଉଛି ଯେ ଆଗକୁ ପରିମଳ ଟେଣ୍ଡର ଫିକ୍ସିଂ କରିବାକୁ ଅଧ୍ୟକ୍ଷ କୁଆଡେ ଯୋଜନା କରିଥିବା ବେଳେ କାଉନ୍ସିଲର ର ପ୍ରତିବାଦ ହେଲେ ପରିମଳ ଟେଣ୍ଡର ହାତରୁ ଖସିଯିବା ଆଶଙ୍କା କରି ଅଧ୍ୟକ୍ଷ ଓ ଅଧିକାରୀ ପୂର୍ବରୁ ଏଭଳି ଆକ୍ରମଣ କରିଥିବା ଆଲୋଚନା ହେଉଛି.. ଏଣୁ ନିରପେକ୍ଷ ତଦନ୍ତ ସହ ଟେଣ୍ଡର ଫିକ୍ସିଂ ରେ ସମ୍ପୃକ୍ତ ଅଧ୍ୟକ୍ଷ ଓ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜୋର ଧରିଲାଣି.. ଡବଲ ଇଂଜିନ ସରକାର ଦୁର୍ନୀତିଗ୍ରସ୍ତ ବାବୁ ଙ୍କୁ ଗୋଡେଇ ଗୋଡେଇ ଧରୁଥିବା ବେଳେ କୋଦଳା ଟେଣ୍ଡର ଫିକ୍ସିଂ ଅନୁଦାନ ହରିଲୁଟ ଅଭିଯୋଗ ପରେ ନୀରବ କାହିଁକି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି..

  • jmjnewso

    Related Posts

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    Spread the love

    Spread the loveମାଲକାନଗିରି : ଜେଏମଜେ ନ୍ୟୁଜ : ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା।…

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍‌ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍‌ଲର୍‌ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ…

    Leave a Reply

    Your email address will not be published. Required fields are marked *

    You Missed

    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    • By jmjnewso
    • September 17, 2026
    • 27 views
    କବିସୂର୍ଯ୍ୟନଗର ରେ ସେବା ସଂକଳ୍ପ ଅଭିଯାନ

    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    • By jmjnewso
    • September 17, 2026
    • 31 views
    ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    • By jmjnewso
    • September 17, 2026
    • 23 views
    ଦାନା ବାନ୍ଧିଲାଣି ଲଘୁଚାପ :ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା

    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    • By jmjnewso
    • September 17, 2026
    • 19 views
    ପୁଣି 22 କୁ ଘୁଞ୍ଚିଲା DGP ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    • By jmjnewso
    • September 16, 2026
    • 41 views
    ମାଲକାନଗିରିଜେଲରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍

    • By jmjnewso
    • September 16, 2026
    • 34 views
    ସମ୍ବଲପୁରରେ ତୃତୀୟ ଡପଲର୍ ରାଡାର୍