କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା..

Spread the love

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା..

ପ୍ରତି ବର୍ଷ ଭଳି ଅକ୍ଟୋବର 2 ରୁ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ତଥା କବିସୂର୍ଯ୍ୟନଗର ବ୍ଲକ ବୁଢା଼ମ୍ବ ପଞ୍ଚାୟତରେ ବ୍ଲକଯୁବ ବିଜେଡି ସଭାପତି ବ୍ରଜ ସୁନ୍ଦର ମଳିକ ଓ ନଗର ସଭାପତି ଭଗବାନ ସ୍ୱାଇଁ ଙ୍କ ନେତୃତ୍ୱରେ ଗୁଡ଼ିଆଳିଛକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କବିସୂର୍ଯ୍ୟନଗର ରୁ ବାଇକ ଶୋଭାଯାତ୍ରା ରେ ବାହାରି ବୁଢା଼ମ୍ବ ଠାରେ ପହଞ୍ଚି ଥିଲେ..ଜନ ସମ୍ପର୍କ ପଦଯାତ୍ରା ଆନୁକୂଲ୍ୟରେ ଅନୁଷ୍ଠିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକା ଲଟିକା ପ୍ରଧାନ ଯୋଗଦେଇ ବିଜେପି ସରକାର ର ମିଥ୍ୟା ପ୍ରତିଶୃତି, ଲୋକଙ୍କୁ ସଚେତନ କରାଇଵା ସହ ଆଗାମୀ ଦିନରେ ବିଜେଡି ଲୋକଙ୍କ ପାଖରେ ପହଂଚିବ ବୋଲି ଉଦବୋଧନ ଦେଇଥିଲେ ସେହିପରି
ସଂମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ.ପ୍ରମୋଦ ପଣ୍ଡା, କବିସୂର୍ଯ୍ୟନଗର ନଗର ସଭାପତି, ଭଗବାନ ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ସଭାପତି ରସଲ ଦାସ, ଯୁବ ନଗର ବିଜେଡି ସଭାପତି ରାଜେନ୍ଦ୍ର ଖଟେଇ,NAC ଅଧ୍ୟକ୍ଷା S. ଲକ୍ଷ୍ମୀ, ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ, ବଡ଼ମହୁରୀ ସମିତି ସଭ୍ୟ ବ୍ରଜେନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇ ବିଜେପି ସରକାର ଙ୍କ ବିଫଳ ଯୋଜନା ସମ୍ପର୍କ ରେ. ଲୋକଙ୍କୁ ସଚେତନ କରାଇଥିଲେ.. ଏବଂ ଭଣ୍ଡେଇ ଦେଲା ବିଜେପି, ଲୋକଙ୍କ ପାଖରେ ପହଂଚିବ ବିଜେଡି ବୋଲି ନିଷ୍ପତି ନିଆଯାଇଛି.. ଆଜିର କାର୍ଯ୍ୟକ୍ରମ କୁ ସରପଞ୍ଚ ପ୍ରତିନିଧି ଯଜ୍ଞପ୍ରସାଦ ପଣ୍ଡା ଆୟୋଜନ କରିଥିବା ବେଳେ ରସଲ ଦାଶ ମଞ୍ଚ ପରିଚାଳନା କରିଥିବା ଜଣାଯାଇଛି.. କବିସୂର୍ଯ୍ୟନଗର ଓ ବେଗୁନିଆପଡା ବ୍ଲକ ର ବହୁ କର୍ମୀ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ..

  • Related Posts

    ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ…

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଶୀର୍ଷ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ସମ୍ଭାବନା ନାହିଁ। ସରକାରଙ୍କ ଅନୁଭବ ହେଉଛି ଯେ ଇସ୍ତଫା ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ