ବିନା ଟେଣ୍ଡର ରେ ରଙ୍ଗୀନ ହେଉଛି କୋଦଳା। ଅଧ୍ୟକ୍ଷଙ୍କ ଲୁଟିବା ଉଦ୍ୟମକୁ ପ୍ରଶାସନର ଛାଟ ବାଜିବ କେବେ?

Spread the love

କୋଦଳା : ଜେଏମଜେ ନ୍ୟୁଜ (ଭଗବାନ ପାଢ଼ୀ ): ବିନା ଟେଣ୍ଡରରେ ରଙ୍ଗୀନ ହେଉଛି କୋଦଳା : ଚାଲିଛି ୱାଲ ରଙ୍ଗ ବେରଙ୍ଗ ହେଲେ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ଅନ୍ୟ ଅଂଚର ଠିକାଦାର ଙ୍କୁ ଦିଆଯାଇଛି ରଙ୍ଗ ମରା କାମ।
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ପିଛା ଛାଡ଼ୁନି ଦୁର୍ନୀତି। ଗୋଟିଏ ପରେ ଗୋଟିଏ ପଦାକୁ ଅସୁଥୁବା ବେଳେ ପୁଣି ରଙ୍ଗ ମରା କୁ ନେଇ ଆସିଲା ଅଭିଯୋଗ।ଯାହା ସୂଚନା ରହିଛି କୋଦଳା ୧୦ନମ୍ବର ୱାର୍ଡ, ତହସିଲ ଗ୍ରାଉଣ୍ଡ, ଥାନା ପରିସର,ଇଣ୍ଡୋର ଷ୍ଟାଡିୟମ, ମେଡିକାଲ ପାଚେରୀ ରେ ଦୀର୍ଘ ୨ ମାସ ହେବ ଚାଲିଛି ୱାଲ ପେଣ୍ଟିଙ୍ଗ।ହେଲେ ପେଣ୍ଟିଙ୍ଗ ଆରମ୍ଭ ହେବାର ୨ ମାସ ବିତିଯାଇଥିଲେ NAC ପକ୍ଷରୁ ଅଟକଳ ମୂଲ୍ୟ, ଟେଣ୍ଡର, କାର୍ଯ୍ୟାଦେଶ, ସୂଚନା ଫଳକ, କାଉନସିଲ ନିର୍ଧାରଣ କରାଯାଇନି କାହିଁକି
ଅନ୍ୟ ପକ୍ଷରେ ଅନୁଦାନ ଲୁଟିବାକୁ ସଟ୍ ଟେଣ୍ଡର କରି ଭାଗ ଭାଗ କରି ବିଲ କରି ଲୁଟି ଖାଇବାକୁ ଚକ୍ରାନ୍ତ କରିଛନ୍ତି କି ଅଧ୍ୟକ୍ଷ ବୋଲି. କିଛି କାଉନ୍ସିଲର ଅଭିଯୋଗ ଆଣିଛନ୍ତି। ଏଭଳି ବେନିୟମ କାମ କୁ ନେଇ ଆମ ପ୍ରତିନିଧି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସାନିଟାଈଜେସନ ଏକ୍ସପର୍ଟ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ। ଏଣୁ ସରକାରୀ ଅଧ୍ୟକ୍ଷ ଅଧିକାରୀ ଓ କିଛି କର୍ମଚାରୀଙ୍କ ମିଳିତ ଯୋଜନା କୁ ଜିଲ୍ଲାପାଳ, ନଗର ଉନ୍ନୟନ ସଚିବ, ନଗର ଉନ୍ନୟନ ମନ୍ତୀ ହସ୍ତକ୍ଷେପ କରିବେ କି ବୋଲି ପ୍ରଶ୍ନ କରିଛନ୍ତି କୋଦଳା ବାସୀ।

  • jmjnewso

    Related Posts

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    Spread the love

    Spread the loveବ୍ରହ୍ମପୁର : ଜେଏମଜେ ନ୍ୟୁଜ (ବିଭୁତି ଶତପଥୀ ): ସ୍ଥାନୀୟ ଗାନ୍ଧିନଗରସ୍ଥିତ ପ୍ରଥମ ଗଳି ଏକ୍ସଟେନସନ ଅନିଲ କମର୍ସ ଇନଷ୍ଟିଚ୍ୟୁଟ ର ଅନିଲ୍ସ ଉତ୍ସବ ୨୦୨୬ ଗଞ୍ଜାମ କଳାପରିଷଦ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି…

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    Spread the love

    Spread the loveଧରାକୋଟ : ଜେଏମଜେ ନ୍ୟୁଜ : ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ଢ଼ଉପଦା ଗାଁ ରେ ଦୁର୍ଘଟଣା l ନାବାଳିକା ଉପରେ ମାଡ଼ିଗଲା ଘରୋଇ ବସ୍ l ଘଟଣାସ୍ଥଳରେ ନାବାଳିକା ଙ୍କ ମୃତ୍ୟୁ l ବସ ନେଇ ଚମ୍ପଟ…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ