ଅପ୍ରିୟ ହୋଇପଡ଼ିଲା “ମୋ ପ୍ରିୟ କୋଦଳା”

Spread the love

କୋଦଳା:ଜେଏମଜେ ନ୍ୟୁଜ : (ଭଗବାନ ପାଢ଼ୀ )ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଫଲସ ବିଲ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ନୀରବତା କୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି କିଛି ମାସ ତଳେ କୋଦଳା ବସ୍ ଷ୍ଟାଣ୍ଡ ନିକଟରେ ଅଞ୍ଚଳ ର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରାୟ ଦଶଲକ୍ଷ ଅଟକଳ ମୂଲ୍ୟ ରେ ମୋ ପ୍ରିୟ କୋଦଳା ନିର୍ମାଣ କରାଯଇଥିବା ବେଳେ ସେଇ କାମ ବର୍ତମାନ ସୁଦ୍ଧା ଶେଷ ନହେଉଣୁ ଏବେ ତାହା ଭଗ୍ନ ଅବସ୍ଥା ରେ ପଡ଼ିରହିଛି ଓ ବର୍ତମାନ ସୁଦ୍ଧା ଲାଇଟ ମଧ୍ୟ ଲଗାଯାଇନାହିଁ ।
ଯାହା ଶୁଣିବାକୁ ମିଳୁଛି ଅଧ୍ୟକ୍ଷ ଓ ଅଧିକାରୀ ଓ ଅନ୍ୟ କର୍ମ ଚାରି ଙ୍କ ଅତ୍ୟଧିକ ପିସି କାରବାର ଯୋଗୁ ନିମ୍ନମାନର କାମ ପଦାରେ ପଡିଛି।ଖାଲି ଏତିକି ନୁହଁ ବିଭିନ୍ନ ସମୟରେ ଗୋଟିଏ କାମକୁ ଦୁଇ ଦୁଇ ଥର ସଟ୍ ଟେଣ୍ଡର ବାହାର କରି ଟଙ୍କା ଆତ୍ମ ସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।ଏହାର ମାଷ୍ଟର ମାଇଣ୍ଡ ଖୋଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି ଆଲୋଚନା ମଧ୍ୟ ହେଉଛି ।


କୋଦଳା ଏନଏସି ଏଗାର ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ, ନିମ୍ନ ମାନର କାମହେଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ଓ ପିଡି ଦୁଡା ଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀ ପାଢ଼ୀ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ କେବେ କରିବେ ତଦନ୍ତ ?

  • jmjnewso

    Related Posts

    ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

    Spread the love

    Spread the loveକୋଟପାଡ଼: ଜେଏମଜେ ନ୍ୟୁଜ (ରଶ୍ମିତା ପାଣିଗ୍ରାହୀ ): କୋଟପାଡ଼ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାହାଣ୍ଡି (ପ୍ରତିଷ୍ଠା ହେବାର ୭୦ବର୍ଷ ପରେ) ଠାରେ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ…

    ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

    Spread the love

    Spread the loveଆସିକା :ଜେଏମଜେ ନ୍ୟୁଜ (ହରିହର ପାଢ଼ୀ ): ଆସିକା ତହସିଲ ଅନ୍ତର୍ଗତ ବାବନପୁର ଏବଂ ଗୁଣ୍ଠପଡା ରାଜସ୍ୱ ନିରୀକ୍ଷକ ଅଧୀନରେ ଥିବା ଇଟା ଭାଟି ଉପରେ ଚଢ଼ାଉ କରି ଇଟା ଭାଟି ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା lଏହି…

    Leave a Reply

    Your email address will not be published. Required fields are marked *

    You Missed

    ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

    • By jmjnewso
    • February 27, 2026
    • 83 views
    ନାରାହାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

    ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

    • By jmjnewso
    • February 27, 2026
    • 113 views
    ଆସିକାରେ ଆରମ୍ଭ ହେଲା ଇଟା ଭାଟି ଭଙ୍ଗା ଅଭିଯାନ

    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    • By jmjnewso
    • February 27, 2026
    • 89 views
    ଦିନଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ପୁଲିସ ଉପରେ ଆକ୍ରମଣ: ଆଇନ ଶୃଙ୍ଖଳା କୁ ଉଠିଲା ପ୍ରଶ୍ନ?

    କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ

    • By jmjnewso
    • February 27, 2026
    • 88 views
    କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ

    ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

    • By jmjnewso
    • February 27, 2026
    • 167 views
    ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ

    କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା।

    • By jmjnewso
    • February 27, 2026
    • 84 views
    କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା।