କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.

Spread the love

କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.. ଏ ଦୃଶ୍ୟ ହେଉଛି କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ନିକଟର… ରାତିରେ ବୁଲୁଥିବା ଦେଖି ତାର ଭିଡିଓ ଫୁଟେଜ କରିଥିଲେ ରାସ୍ତା ରେ ଯାଉଥିବା କିଛି ଲୋକ.. ଏଵେ ସୋସିଆଲ ମିଡିଆରେ ବୁଲୁଚି ବାଘ ବୁଲୁଥିବା ଭିଡିଓ.. ହେଲେ ଭୟ ସାଙ୍ଗକୁ ଅନ୍ଧାର ରାତି ଯୋଗୁଁ କେଉଁ ପ୍ରଜାତିର ବାଘ କେହି କହିପାରୁନଥିବା ବେଳେ କବିସୂର୍ଯ୍ୟନଗର ବାଘ ଥିବା ଏକ ପ୍ରକାର ନିଶ୍ଚିତ ହୋଇଛି। ବାଲ୍ୟସରା ରୁ ବୋଲସର ଯିବା ରାସ୍ତାରେ ଏହି ବାଘ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ କେଉଁ ଜଙ୍ଗଲ ରୁ ଆସିଲା ବାଘ. ରହଣି ସ୍ଥଳ କେଉଁଠି.. ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଏପଟେ ବାଘ ଥିବା ଜାଣିବା ପରେ ଆଖ ପାଖ ଗ୍ରାମବାସୀ ଭୟଭୀତ ଅଛନ୍ତି.. ଏଣୁ ବନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ବାଘ ଘଉଡ଼ାଇବା ପାଇଁ ପଦକ୍ଷେପ ନେବା ସହ ବାଘ ର ରହଣି ସ୍ଥଳ, ବିଚରଣ ର ସନ୍ଧାନ ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

  • jmjnewso

    Related Posts

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    Spread the love

    Spread the loveକୋରାପୁଟ: ଜେଏମଜେ ନ୍ୟୁଜ (ଦ୍ୱବାଶ୍ରିତ ପଟ୍ଟନାୟକ ): ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ lଏବେ ସାରା ଦେଶ ରେ ଭାରତ ସରକାର ଙ୍କ ଏସ ଆର ତଥା ସ୍ୱତନ୍ତ୍ର ଭୋଟର ସଂଶୋଧନ…

    ଜନତା ମାଗେ ଜବାବ 30 ଜୁଲାଇ 2026

    Spread the love

    Spread the love

    Leave a Reply

    Your email address will not be published. Required fields are marked *

    You Missed

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

    ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

    ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର

    ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର

    କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.

    କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.

    ବିପର୍ଯ୍ୟୟର ଚିତ୍ର: କମିଛି ବର୍ଷା, ବଢୁଛି ଦୁଦର୍ଶା;ଚିନ୍ତାରେ ଚାଷୀକୁଳ ଓ ଜନତା

    ବିପର୍ଯ୍ୟୟର ଚିତ୍ର: କମିଛି ବର୍ଷା, ବଢୁଛି ଦୁଦର୍ଶା;ଚିନ୍ତାରେ ଚାଷୀକୁଳ ଓ ଜନତା