ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

Spread the love

କୋରାପୁଟ: ଜେଏମଜେ ନ୍ୟୁଜ (ଦ୍ୱବାଶ୍ରିତ ପଟ୍ଟନାୟକ ):
ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ l
ଏବେ ସାରା ଦେଶ ରେ ଭାରତ ସରକାର ଙ୍କ ଏସ ଆର ତଥା ସ୍ୱତନ୍ତ୍ର ଭୋଟର ସଂଶୋଧନ କାଯ୍ୟକ୍ରମ ଚାଲୁଥିବା ବେଳେ ଓଡିଶା ରେ ବି ତାହା ଆରମ୍ଭ ହୋଇଛି ସେହିପରି କୋରାପୁଟ ଜିଲ୍ଲା ରେ ବି ଏହି କାଯ୍ୟକ୍ରମ ଚାଲୁଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସ୍ୱତନ୍ତ୍ର ପ୍ରତିନିଧି କୋରାପୁଟ ଆସି ତାର ସମୀକ୍ଷା ବି କରିସାରିଲେଣି ଜିଲ୍ଲା ପ୍ରଶାସନ ବି ପୁରା ଦମ ରେ ଲାଗିପଡ଼ିଛି ଏହାକୁ ଜିଲ୍ଲା ରେ ସଫଳ କରିବାକୁ ଚୂଡାନ୍ତ ଭୋଟର ଲିଷ୍ଟ ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ ବୋଲି ଜଣାପଡିଛି ହେଲେ ଏତେ ସବୁ ଭିତରେ ଗୋଟେ କଥା ସାମ୍ନା କୁ ଆସୁଛି ତାହା ହେଉଛି ଜିଲ୍ଲା ର ଆଦିବାସୀ ବହୁଳ ଅଞ୍ଚଳ ରେ ଏବେ ବି ସେଠାକାର ଜନତା ଏ ବିଷୟରେ ଅଜ୍ଞ ଅଟନ୍ତି 2002ମସିହା ରେ ନିଜସ୍ୱ ଅଞ୍ଚଳ ରେ ବାପା ଙ୍କ ନାମ ନ ଥିଲେ ନିଜର ଭୋଟର ଲିଷ୍ଟ ରେ ନାମ କଟିବା ସହ ସରକାରୀ ସୁବିଧା ରୁ ବଞ୍ଚିତ ହେବେ ବୋଲି ସେମାନଙ୍କର ମନ ରେ ଭୟ ସଂଚିତ ହୋଇଛି l ଏପରିକି କେହି କେହି ଏହା ବି କହିଲେଣି ଆମର ଭିଟା ମାଟି ରେ ଆମେ କେବେଠୁ ଅଛୁ ତେଣୁ ଏହି ଏସ ଆର ଆମକୁ ନ ଲାଗୁ ହେଉ ଆମେ କେବେଠୁ ଭୋଟ ଦେଉଛୁ ଏବେ ଏହା କଣ ପାଇଁ ଆମକୁ ଲାଗୁ ସେ ଯାହା ବି ହେଉ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

  • jmjnewso

    Related Posts

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    Spread the love

    Spread the loveଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ…

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    Spread the love

    Spread the loveଜେଏମଜେ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

    Leave a Reply

    Your email address will not be published. Required fields are marked *

    You Missed

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 31 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 25 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 33 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    • By jmjnewso
    • September 14, 2026
    • 36 views
    ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା , ଘରେ ଘରେ ନବାନ୍ନ

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    • By jmjnewso
    • September 14, 2026
    • 42 views
    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ

    • By jmjnewso
    • September 14, 2026
    • 41 views
    ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାବାଧ୍ୟତାମୂଳକ କରାଯାଉ : ଉତ୍କଳ ସମ୍ମିଳନୀ