Spread the love

ବାଲିପଦର ସ୍ନାତକ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା।

ବୁଗୁଡ଼ା : ଜେଏମଜେ ନ୍ୟୁଜ (ସୋରେନ ପ୍ରଧାନ ):ସ୍ଥାନୀୟ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଉଦଘାଟନ କରିଥିବାବେଳେ ଯୁକ୍ତ ଦୁଇ ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।କର୍ମଶାଳା ର ପ୍ରଥମ ଦିବସରେ ଆତ୍ମସୁରକ୍ଷା କୌଶଳର ର ସଚେତନତା ସହ ଶକ୍ତିଶ୍ରୀ କର୍ମଶାଳା ଦ୍ଵାରା ଲୁକାୟିତ ପ୍ରତିଭା ର ବିକାଶ ସମ୍ଭବପର ହୋଇପାରିବ।


ଏତଦବ୍ୟତୀତ ଉକ୍ତ କର୍ମଶାଲରେ ବରିଷ୍ଟ , ଅଧ୍ୟାପକ ଶ୍ରୀ ଆମୟ କୁମାର ସ୍ୱାଇଁ,ଡ଼କ୍ଟର ଏ ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ପ୍ରମିଳା ବେହେରା, ଏ ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ଶୁଭଲଷ୍ମୀ ଖାଡ଼ଙ୍ଗା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନାଇକ, ସନାତନ ନାୟକ ପ୍ରମୁଖ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ମିନତୀ ଆଚାରୀ କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ ପରିଶେଷରେ ଅର୍ଥନୀତି ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

  • jmjnewso

    Related Posts

    ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

    Spread the love

    Spread the loveବରଗଡ଼,ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ରାଜ୍ୟରେ ୦୧.୦୭.୨୦୨୬ କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରି ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ…

    ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର

    Spread the love

    Spread the loveସୁବର୍ଣ୍ଣପୁର: ଜେଏମଜେ ନ୍ୟୁଜ (ଚୈତନ୍ୟ ଭୁକ୍ତା ): : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପାଚିକା ଓ ସହାୟକ ମାନଙ୍କ ନିମନ୍ତେ ଖାଦ୍ୟ…

    Leave a Reply

    Your email address will not be published. Required fields are marked *

    You Missed

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

    ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

    ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର

    ବ୍ଲକ ସ୍ତରୀୟ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର

    କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.

    କବିସୂର୍ଯ୍ୟନଗର ଅଂଚଳ ରେ ବାଘ ଆତଙ୍କ.