ଜେଏମଜେ ନ୍ୟୁଜ ପ୍ରତିନିଧି ଙ୍କ ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ

Spread the love

ବ୍ରହ୍ମପୁର : ଜେଏମଜେ ନ୍ୟୁଜ : (ବିଭୁତି ଶତପଥୀ )ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସର୍କିଟ ହାଉସ ଠାରେ ଓଡ଼ିଆ ଡିଜିଟାଲ ମିଡ଼ିଆ “ଜେଏମଜେ ନ୍ୟୁଜ ଓଡ଼ିଆ ” ଏବଂ ଦୈନିକ ୱେବ ମିଡ଼ିଆ “ଜନତା ମାଗେ ଜବାବ ପ୍ରତିନିଧି ଙ୍କ ଏକ ବନ୍ଧୁ ମିଳନ ଓ ସାଧାରଣ ବୈଠକ ବ୍ରହ୍ମପୁର ପ୍ରତିନିଧି ବିଭୁତି ଶତପଥୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।

ଜେଏମଜେ ନ୍ୟୁଜ ପବ୍ଲିକେସନ ର ମୁଖ୍ୟ ତଥା ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର ଯୋଗ ଦେଇ ଜେଏମଜେ ନ୍ୟୁଜ ର ପ୍ରସାର ଦିଗରେ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା, ସରକାରୀ କଳ ର ଅଦୁରଦର୍ଶିତା, ଅନୁଦାନ ଅନିୟମିତତା, ଗାଁ ରୁ ସହର ଯାଏ ମୌଳିକ ସୁବିଧା ରୁ ବଂଚିତ ଜନସାଧାରଣଙ୍କ ଦାବୀ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତ ରଖିଥିଲେ।

ସେହିପରି ଆଜିର ଡିଜିଟାଲ ଯୁଗ ରେ ଡିଜିଟାଲ ମିଡ଼ିଆ ଜରିଆରେ ଜେଏମଜେ ନ୍ୟୁଜ କିଭଳି ଲୋକଙ୍କ ନିକଟତର ହେବ ସେ ନେଇ ପ୍ରତିନିଧି ମାନଙ୍କୁ ସଚେତନ କରିଥିବା ଜଣାଯାଇଛି.।

ଅନୁଷ୍ଠିତ ବୈଠକ ରେ ଗଞ୍ଜାମ ଜିଲ୍ଲା ରୁ “ଅନିଲ ପଟନାୟକ, ବିଭୁତି ଶତପଥି, ରମେଶ ବେହେରା, ସୁରଜିତ ରାଉଳ, ଲଳିତ ମହାରଣା,ଅମରେନ୍ଦ୍ର ପାଣିଗ୍ରାହୀ, ତପେନ୍ଦ୍ର ଡାକୁଆ, ଅନିଲ ଚୌଧୁରୀ, ଅନିଳ କୁମାର ପାଢ଼ୀ, କୃଷ୍ଣ ପଲାଇ, ନରସିହ ବେହେରା,ହରିହର ପାଢ଼ୀ ସୋରେନ ପ୍ରଧାନ ଶ୍ରୀନିବାସ ସାହୁ,ପ୍ରମୋଦ କୁମାର ମହାପାତ୍ର, ଙ୍କ ସମେତ ବିଭିନ୍ନ ଜିଲାରୁ ପ୍ରତିନିଧି ମାନେ ଯୋଗ ଦେଇଥିବା ଜଣାଯାଇଛି।

  • jmjnewso

    Related Posts

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    Spread the love

    Spread the loveଜେଏମଜେ ବ୍ୟୁରୋ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ । ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି…

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କ ମଧ୍ୟରେ ଖୁସି, ସକାରାତ୍ମକ ଚିନ୍ତା, ଆତ୍ମବିଶ୍ୱାସ ଓ ମାନବିକତାର ଭାବନା ବଢ଼ାଇବା ଉଦ୍ଦେଶ୍ୟରେ ନିୟମିତ ସେବା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀ ଅବସରରେ…

    Leave a Reply

    Your email address will not be published. Required fields are marked *

    You Missed

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ୫ ରାଜ୍ୟ ଗସ୍ତ କରିବେ ଡେପୁଟି ଇସି।

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ସେଲ୍ଫ ଏୱାକିଙ୍ଗ ମିଶନ ତରଫରୁ ଶିଶୁମାନଙ୍କୁ ସକାରାତ୍ମକ ଚିନ୍ତାଧାରା ଓ ଆତ୍ମବିଶ୍ୱାସ ବିକାଶ ପାଇଁ ପ୍ରେରଣା ପ୍ରଦାନ

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ପାର୍ବଣକୁ ବିଗାଡ଼ି ଦେବ କି ବର୍ଷା ?

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ

    ଆଞ୍ଚଳିକ ଜନକଲ୍ୟାଣ ଭିନ୍ନକ୍ଷମ ସଂଗଠନର ନୂଆଁଖାଇ ବନ୍ଧୁମିଳନ