ବିକଳାଙ୍ଗ ମହିଳାଙ୍କୁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ରାସନ ସାମଗ୍ରୀ ପ୍ରଦାନ

Spread the love

ଗୋଲାମୁଣ୍ଡା : ଜେଏମଜେ ନ୍ୟୁଜ (ପିତାମ୍ବର ବେହେରା) ଲଘୁ ଚାପ ଜନିତ ଲଗାଣ ବର୍ଷାରେ ବିକଳାଙ୍ଗ ସତ ମତି ମାଝୀଙ୍କ ଛାଉଣୀ ଭୁଶୁଡି ପଡିଥିଲା, ବେଳେ ଜନସମ୍ପର୍କ ସାମ୍ବାଦିକ ଖବରପ୍ରଶାରଣ ବେଳେ ପ୍ରସାଶନ ଙ୍କ ତତ୍ପରତା ଦେଖା ଦେଇଛି,, ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଳି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଦମପୁର ଗ୍ରାମରେ ବହୁ ଦିନ ଧରି ବସ ବାସ କରନ୍ତି ଅସହାୟ ବିକଳାଙ୍ଗ ମହିଳା ସତ ମତି ମାଝୀ, ତାଙ୍କର କିଏ ନାହାନ୍ତି, ଅସହାୟ ଅବସ୍ଥାରେ ରହି ଥିବା ବେଳେ ଗତ କିଛି ଦିନ ଲଘୁ ଚାପ ଜନିତ ବର୍ଷାରେ ଭଙ୍ଗା ଦଦରା କୁଡ଼ିଆ ଭାଙ୍ଗିବାରୁ, ଅଲ୍ପେକ ବର୍ତ୍ତି ଯାଇ ଥିଲେ ବିକଳାଙ୍ଗ ମହିଳା ସତ ମତି ମାଝୀ, ଘର ଖଣ୍ଡିକ ପାଇଁ ଅନେକ ଥର ପ୍ରସାଶନ କୁ ସତ ମତି ମାଝୀ ଜଣାଇ ଥିଲେ, ହେଲେ ଦୁର୍ଭାଗ୍ୟ ଜନକ ଯେ, ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଘର ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ, ଯାହା ଫଳରେ ଗତ ଲଘୁ ଚାପ ଜନିତ ଲଗାଣ ବର୍ଷାରେ ଛାଉଣି ଭାଙ୍ଗି ଯାଇ ଥିଲା, ଏହି ପରିପ୍ରେକ୍ଷିରେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ତହସିଲଦାର ଚନ୍ଦନ କୁମାର ନାଇକ ଙ୍କୁ ଫୋନ ଯୋଗେ ପଚାରି ତୁରନ୍ତ ଭଙ୍ଗା ଦଦରା ଘର ନିକଟରେ ଜାଗା ଯୋଗାଇ ଦେବା ପାଇଁ କହିବାରୁ ବୋର ଗୁଡା ଆର ଆଇ କ୍ଷମାନିଧି ନାଏକ ଆସି ଜାଗା ନିରୂପଣ କରି ପଲିଥିନ ଯୋଗାଇ ଦେଇ ଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ ମହୋଦୟ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନ ସମ୍ପର୍କ ସାମ୍ୱାଦିକ ସଂଘ ପକ୍ଷରୁ ଦାବି କରାଯାଇଛି, ଏଵଂ ବିକଳାଙ୍ଗ ମହିଳା ଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ସରୋଜ କୁମାର ମୁଣ୍ଡ, କପୁର ଚନ ସେଠୀଆ, ପୀତାମ୍ବର ବେହେରା, ଜନ୍ମ୍ ଜୟ ନାଇକ, ପ୍ରଭାକର ବଗର୍ତ୍ତି, ହିମାଂଶୁ ଭୋଇ, ଓ ରାମ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ,

  • jmjnewso

    Related Posts

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ (ଦେବାଶ୍ରିତ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ହଳଦୀ କୁଣ୍ଡ ଗ୍ରାମ ର ଶତାଧିକ ପୁରୁଷ ଓ ମହିଳା ଗୋଲକୁଣ୍ଡ ଗ୍ରାମରେ ଗୌଦାବରୀଶ ବିଦ୍ୟାଳୟ ସ୍ଥାପନ ନ କରି ହଳଦୀ କୁଣ୍ଡ…

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    Spread the love

    Spread the loveବେଗୁନିଆପଡା : ଜେଏମଜେ ନ୍ୟୁଜ (କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ବୁଧବାର ଶୁଭାରମ୍ଭ ହୋଇଛି। ଗଞ୍ଜାମ…

    Leave a Reply

    Your email address will not be published. Required fields are marked *

    You Missed

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗୋଦାବରିଶ ସୂଲ ସ୍ଥାପନ ଦାବିରେ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ..

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ଗଞ୍ଜାମ ଜିଲ୍ଲା ସ୍ତରୀୟ ୭୦ ତମ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ