ଦୁର୍ନୀତି ପିସି ପ୍ରସଙ୍ଗ ଭିତ୍ତିରେ ସରିଲା ସ୍ୱାୟତ୍ତ ଶାସନ ଦିବସ ସଭା

Spread the love

କବିସୂର୍ଯ୍ୟନଗର NAC ରେ କୁହୁଳୁଥିବା ବିବାଦ ଆଜି ସ୍ୱାୟତ୍ତ ଶାସନ ଦିବସ ରେ ପଦାରେ ପଡିଲା..NAC ପରିସରରେ ମଞ୍ଚ ଉପରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ..NAC ଦୁର୍ନୀତି ମଞ୍ଚରେ ପଡିଲା..ସହରରେ ବୁଲିଲା…କିଏ କେତେ PC ନେଉଛି.. କିଏ କଣ ବିକିଲା.. କାହାର PC କେତେ.. ବଖାଣିଲେ ବରିଷ୍ଠ କାଉନସିଲର ମନୋରଞ୍ଜନ ମହାପାତ୍ର..ହେଲେ ଘର ନିଆଁ ଯଦି ପାଖରେ ରଖିବା ପଡିବ ନିଶ୍ଚିତ..ହେଲେ କାହିଁକି ଏ କଥା ଉଠିଲା ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ କବିସୂର୍ଯ୍ୟନଗର NAC ଅଧ୍ୟକ୍ଷା ଙ୍କୁ କିଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଛି ଅଧ୍ୟକ୍ଷା S. ଲକ୍ଷ୍ମୀ ନିଜ ଭାଷଣ ରେ କହିଦେଲେ. ଅଗଷ୍ଟ 12 ତାରିଖରେ ବସିଥିବା କାଉନସିଲ ବୈଠକ ରେ ଅଧ୍ୟାକ୍ଷା ଉପସ୍ଥିତ ଥିବା ବେଳେ ଉପାଧ୍ୟକ୍ଷ ଙ୍କ ଦସ୍ତଖତ ରେ ପ୍ରୋସେଡିଙ୍ଗ କରାଯିବା ଘଟଣା କୁ ନେଇ ଲୋକଙ୍କୁ ଜଣାଇଲେ ଅଧ୍ୟକ୍ଷା.. ଆଉ କଣ ଚାଲିଛି NAC ରେ.. କିଭଳି ସେ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ତାହା ବଖାଣିବା ସହ ମଞ୍ଚରେ ପ୍ରଶ୍ନ କଲେ ଅଧ୍ୟକ୍ଷା.. ତାହାକୁ ନେଇ ସଭା ମଞ୍ଚ ରୁ ସହର ରେ ବ୍ୟାପିଗଲା ଦୁର୍ନୀତି ଘଟଣା..
ହେଲେ କଣ ହେବ ଆଗାମୀ NAC ରାଜନୀତି ତାହାକୁ ନେଇ ସହର ସାରା ଆଲୋଚନା ଦେଖାଗଲାଣି..

ବ୍ୟୁରୋ ରିପୋର୍ଟ jmj

  • Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ