ରାୟଗଡା ଜିଲ୍ଲାରେ OUWJ ଲୋଗୋ ଉନ୍ମୋଚନ ସମାରୋହ

Spread the love

ରାୟଗଡା :(ସୁପ୍ରିୟା ଷଡ଼ଙ୍ଗୀ ଙ୍କ ରିପୋର୍ଟ): ରାୟଗଡା ଜିଲ୍ଲାରେ OUWJ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ.ହୋଇଯାଇଛି. ରାୟଗଡା ଠକର ବାପା ଆଶ୍ରମ ପରିସରରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଙ୍ଘ ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ଖଗେଶ୍ୱର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା. ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ OUWJ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତପନ ହିଆଲ, ବର୍ତ୍ତ ହରିଜନ, ch.ଶ୍ରୀନିବାସ, ଗୋପ ରଞ୍ଜନ ବକ୍ସିପାତ୍ର,ଶ୍ରମିକ ନେତା ନିରଞ୍ଜନ ପାତ୍ର, ପ୍ରମୁଖ ମଂଚାସୀନ ଥିଲେ. ଆଜି ପବିତ୍ର ନୂଆଖାଇ ଦିବସରେ ଅତିଥି ମାନଙ୍କ ଦ୍ୱାରା ouwj ର ଲୋଗ ଉନ୍ମୋଚନ କରାଯାଇଛି. ଏହି ଅବସରରେ ଜିଲ୍ଲା ର ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ସଙ୍ଘ ର ଆଭିମୁଖ୍ୟ ଏବଂ ସଙ୍ଘ ସମ୍ପର୍କ ରେ ମତ ବ୍ୟକ୍ତ କରିଥିଲେ.. Ouwj ରାୟଗଡା ସମେତ ଦକ୍ଷିଣ ଓଡିଶା ରେ ସବୁ ବ୍ଲକ ରେ ସାମ୍ବାଦିକଙ୍କ ସହ ସଙ୍ଘ କିଭଳି କାର୍ଯ୍ୟ କରିବ ତାହା ଉପରେ ଆଲୋଚନା ହେଇଥିଲା..
ଆଜିର ଉତ୍ସବ ରେ ରାୟଗଡା ଜିଲ୍ଲାର ପ୍ରସାଦ ଲିମା, ରୁଦ୍ର ଚୌଧୁରୀ, ସୁପ୍ରିୟା ଷଡ଼ଙ୍ଗୀ, କିଶୋର ମହାନନ୍ଦିଆ, ତେଲି ନାୟକ, ଅଜିତ ଭତ୍ରୀୟା, ରବୀନ୍ଦ୍ର ସାହୁ, ଶେଖର ଖୁରା, ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ.
ଶେଷରେ jk ପେପର ମିଲ ର ଲୋକ ସମ୍ପର୍କ ଅଧିକାରିଣୀ ସ୍ମୃତିରେଖା କର ଯୋଗ ଦେଇ ବିଦ୍ୟାଳୟ ର ପିଲାମାନଙ୍କୁ ଖାତା ଓ କମ୍ପାସ ବାକ୍ସ ବଣ୍ଟନ କରିଥିଲେ.
କାର୍ଯ୍ୟକ୍ରମ କୁ ଗୁଡ଼ାରୀ ସାମ୍ବାଦିକ ପ୍ରସାଦ ଲିମା ସଂଯୋଜନା କରିଥିଲେ.. ଶେଷରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା..

  • Related Posts

    ନିର୍ମାଣ କୌଶଳ ବିକାଶ ପ୍ରତିଷ୍ଠାନ ଉଦ୍‌ଘାଟିତ

    Spread the love

    Spread the loveକବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ କବିସୂର୍ଯ୍ୟନଗର ବନଦେବୀ ଆଇ.ଟି.ଆଇ ଠାରେ ଏଲ୍ ଏଣ୍ଡ ଟି ପ୍ରାଇଭେଟ୍ ଲିମିଟେତ ସଂସ୍ଥା ତରଫରୁ ଏକ construction skill training institute ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ L &…

    SIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ

    Spread the love

    Spread the loveSIR କାର୍ଯ୍ୟରେ ଅବହେଳା ପାଇଁ BLO ନିଲମ୍ବିତ କଳାହାଣ୍ଡି: ଜେଏମଜେ ନ୍ୟୁଜ : SIR କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବିତ ହେଲେ BLO ଦାୟିତ୍ବରେ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ