“ଜନସେବକଙ୍କ ମହାକୁମ୍ଭ’ରେ ଯୋଗଦେବେ ଓଡ଼ିଶାର ଜନପ୍ରତିନିଧି

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୧୭ ତାରିଖରେ କୋଲକାତାରେ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଜନପ୍ରତିନିଧିଙ୍କର ସମାଗମ ହେବ ।ଏହି ଜନସେବକଙ୍କ ମହାକୁମ୍ଭରେ ଓଡ଼ିଶାର ଜନ ପ୍ରତିନିଧି ମଧ୍ୟ ଯୋଗଦେବେ । ସରପଞ୍ଚରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ଯିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି ।

ମନମୋହନ ସାମଲ କହିଛନ୍ତି ଯେ, ୨୦୦୧ ମସିହାର ଏହି ଦିନ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ସମଗ୍ର ଭାରତ ବର୍ଷରେ ଚାରି ଜାଗାରେ ‘ଜନସେବକଙ୍କ ମହାକୁମ୍ଭ’ ଆୟୋଜନ କରାଯାଉଛି । କୋଲକାତାରେ ଓଡ଼ିଶା ରିଜନର କାର୍ଯ୍ୟକ୍ରମ ହେବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମନ୍ୱୟ ଦାୟିତ୍ୱ ଦିଆଯାଇଛି, ସେମାନେ ଲିଷ୍ଟ ପ୍ରସ୍ତୁତ କରୁଛନ୍ତି । କେଉଁଥିରେ ଏବଂ କେତେ ଜଣ କୋଲକାତା ଗସ୍ତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି

  • jmjnewso

    Related Posts

    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଜୟଦେବ ବିହାର ରୋଡ଼ରେ ରାସ୍ତାରୋକ । କଂଗ୍ରେସ କର୍ମୀମାନେ ପୋଲିସ କମିଶନରେଟ ରିଜର୍ଭ ଅଫିସ…

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    Spread the love

    Spread the loveଜେଏମଜେ ବ୍ୟରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର…

    Leave a Reply

    Your email address will not be published. Required fields are marked *

    You Missed

    “ଜନସେବକଙ୍କ ମହାକୁମ୍ଭ’ରେ ଯୋଗଦେବେ ଓଡ଼ିଶାର ଜନପ୍ରତିନିଧି

    • By jmjnewso
    • September 30, 2026
    • 21 views
    “ଜନସେବକଙ୍କ ମହାକୁମ୍ଭ’ରେ ଯୋଗଦେବେ ଓଡ଼ିଶାର ଜନପ୍ରତିନିଧି

    ପିଏମ୍ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

    • By jmjnewso
    • September 29, 2026
    • 52 views
    ପିଏମ୍ ଶ୍ରୀ ବାଲିପଦର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    • By jmjnewso
    • September 29, 2026
    • 42 views
    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    • By jmjnewso
    • September 29, 2026
    • 27 views
    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    • By jmjnewso
    • September 29, 2026
    • 44 views
    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    • By jmjnewso
    • September 29, 2026
    • 80 views
    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା