ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଧାନସଭା ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଜୟଦେବ ବିହାର ରୋଡ଼ରେ ରାସ୍ତାରୋକ । କଂଗ୍ରେସ କର୍ମୀମାନେ ପୋଲିସ କମିଶନରେଟ ରିଜର୍ଭ ଅଫିସ ଅଫିସ ସାମ୍ନାରେ ଗାଡ଼ି ରଖି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଏହି ଆନ୍ଦୋଳନରେ ବିଧାୟକ ତାରାବାହିନୀ ପତି ଓ ପ୍ରବୀର ସାହୁ ସାମିଲ ହୋଇ ସରକାର ଓ ପୋଲିସ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।

ପ୍ରତିବାଦକାରୀ ଅଭିଯୋଗ କରିଛନ୍ତି ଯେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବେଳେ ମହିଳା କର୍ମୀଙ୍କ ସହ ପୋଲିସ ଦୁର୍ବ୍ୟବହାର କରିଥିଲା। ଏହାର ପ୍ରତିବାଦରେ ସେମାନେ ରାସ୍ତାରେ ଗାଡ଼ି ରଖି ଅବରୋଧ କରିଛନ୍ତି।ରାସ୍ତାରୋକ ଯୋଗୁଁ କିଛି ସମୟ ପାଇଁ ଜୟଦେବ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛି।

  • jmjnewso

    Related Posts

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    Spread the love

    Spread the loveଜେଏମଜେ ବ୍ୟରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର…

    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    Spread the love

    Spread the loveନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍‌ ବୋଲି ସେ କହିଛନ୍ତି ।ମନମୋହନ…

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    • By jmjnewso
    • September 29, 2026
    • 6 views
    ପ୍ରତିବାଦ ବେଳେ ମହିଳା କର୍ମୀଙ୍କ ପ୍ରତି ପୋଲିସ ଦୁର୍ବ୍ୟବହାର ଅଭିଯୋଗ, କଂଗ୍ରେସର ରାସ୍ତାରୋକ

    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    • By jmjnewso
    • September 29, 2026
    • 5 views
    ବାୟୋ ଫୁଏଲରେ ଆଇଓସିଏଲ ୮ ଜିଲ୍ଲାରେ କରିବ ପ୍ରକଳ୍ପ

    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    • By jmjnewso
    • September 29, 2026
    • 37 views
    ସିଏଜି ରିପୋର୍ଟରେ ଓଡ଼ିଶାରେ ମାଳ ମାଳ ଦୁର୍ନୀତି! ହେଲେ ବିଜେପି ସରକାର ନିରବ କାହିଁକି

    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    • By jmjnewso
    • September 29, 2026
    • 65 views
    ବିଜୁଳି ବିଲ୍‌ରୁ ଅସୁଲ ହେବ ଟ୍ରାଫିକ ଚାଲାଣ ଜୋରିମାନା

    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    • By jmjnewso
    • September 29, 2026
    • 41 views
    ରୋଚକ ମୋଡ଼ ନେଉଛି ଓଡ଼ିଶା ପୁଲିସ ଡିଜି ନିଯୁକ୍ତି ବିବାଦ!

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 42 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର