ବରଗଡ଼ : ଜେମେଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ସମସ୍ତେ ଏକାଠି ହୋଇ ! ଗୋପାଳ ଗୋଶାଳା ପ୍ରଙ୍ଗଣରୁ, ଘରୋଇ ବସଷ୍ଟାଣ୍ଡ ଦେଇ ଗାନ୍ଧୀଛକ ପଯ୍ୟନ୍ତ “ଭୋଟ୍ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ପଦଯାତ୍ରା” କରି ,ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଲାଲ ବାହାଦୂର ଶାସ୍ତ୍ରୀ ଫୋଟଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ଜୟନ୍ତୀ ପାଳନ କରାଗଲା। ଏହି ଜିଲ୍ଲା କଂଗ୍ରେସ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁଭେନ୍ଦୁ କୁମାର ସାହୁ, ସାଧୁଚରଣ ନେପାକ, ହରଦୀପ ସିଂହ, ଆନନ୍ତ ଶୟନ ପାଢୀ, ସଂଗ୍ରାମ ନେପାକ, ବ୍ରହ୍ମାନନ୍ଦ ମହାକୁଡ଼, ଯୁଗଳ ପ୍ରସାଦ ସିଂହ, ସରୋଜ କୁମାର ଷଡଙ୍ଗୀ, ପ୍ରତାପ ଚ଼ନ୍ଦ୍ର ନାୟକ, ସୁନିତା ବାଗ, କିଶୋର କୁମାର ସାହୁ, ରାଜେଶ ମହାପାତ୍ର, ଗଙ୍ଗାଧର ପୁଝାରୀ, ଚନ୍ଦନ କୁମ୍ଭାର, ପ୍ରଭାଜିତ ସିଂହ, ରୋହିତ ସେଠ୍, କୁଲ ପଟ୍ଟନାୟକ, ଉପେନ୍ଦ୍ର ଘିବଲା, ରବି ପତି, ଶଙ୍କର ଯୋଶୀ, ସୁରେନ ସାହୁ, ମହାନ୍ତି ରଣା, ଉତ୍ତର କଲତା, ଚନ୍ଦନ ଦାଶ, ଗୋପାଳ ମେହେର, ସାଗର ନେପାକ, ସୁଶାନ୍ତ ସାହୁ, ବିମଳ ଶିକ୍କା, ବୈକୁଣ୍ଠ ଷଡଙ୍ଗୀ, ବାବୁଲି କୁମ୍ଭାର,ଦୁର୍ଗା ମାଧବ ତ୍ରିପାଠୀ, ସୁଶିଲ କୁମାର ଭୋଇ, ପଞ୍ଚାନନ ମିଶ୍ର, ଦିଲିପ ଦାଶ, ଫଗୁନୁ ମହାନନ୍ଦ, ପ୍ରଦୀପ ରାୟ, , ସଞ୍ଜୟ ସଂହ, ଅକ୍ଷୟ ମାହାପାତ୍ର, ଶିଦ୍ ସିଂହ, ସନ୍ତୋଷ ସାହୁ ଓ ଅନେକ କଂଗ୍ରେସ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।








