ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

Spread the love

ଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ଯୁବ କଂଗ୍ରେସ । ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୋଲିସ ଏ କଂଗ୍ରେସ କର୍ମୀଙ୍କ ସହ ଧସ୍ତା ଧସ୍ତି ପରିସ୍ଥିତି ଉପୁଜି ସିଇସିଙ୍କ ଇସ୍ତଫା ଦାବି ନେଇ ଘେରାଉ କରିଛି ଯୁବ କଂଗ୍ରେସ।ଅନ୍ୟପଟେ ନୂଆଦିଲ୍ଲୀରେ ଇଣ୍ଡିମେଣ୍ଟରେ ୧୯ଟି ବିରୋଧୀ ଦଳ ମିଶି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

  • jmjnewso

    Related Posts

    ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବିରେ ବିରୋଧୀ ମେଣ୍ଟର ସଂସଦ ମାର୍ଚ୍ଚ, ଯୋଗଦେଲେ ୧୯ ଟି ଦଳର ପ୍ରତିନିଧି।

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳର ସାଂସଦ ‘ସେଭ୍ ଡେମୋକ୍ରାସି ମାର୍ଚ୍ଚ’ ବାହାର କରିଛନ୍ତି। ପୁଲିସ ବିରୋଧୀ ସାଂସଦମାନଙ୍କୁ ଆଗକୁ ବଢ଼ିବାକୁ ଅଟକାଇଛି। ଏହାପରେ ସାଂସଦମାନେ ରାସ୍ତାରେ…

    କଂଗ୍ରେସ ର ଭୋଟ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ପଦଯାତ୍ରା

    Spread the love

    Spread the loveବରଗଡ଼ : ଜେମେଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ସମସ୍ତେ ଏକାଠି ହୋଇ ! ଗୋପାଳ ଗୋଶାଳା ପ୍ରଙ୍ଗଣରୁ, ଘରୋଇ ବସଷ୍ଟାଣ୍ଡ ଦେଇ ଗାନ୍ଧୀଛକ ପଯ୍ୟନ୍ତ “ଭୋଟ୍…

    Leave a Reply

    Your email address will not be published. Required fields are marked *

    You Missed

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    ଅଣ ଛାତ୍ରଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ SP ଙ୍କୁ ନିର୍ଦେଶ : ଡିଜିପି

    INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

    INDIA ବ୍ଲକ୍‌ ପ୍ରତିବାଦରେ ସାମିଲ୍ ହେଲା ବିଜେଡି

    ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

    ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

    ଶୀତ ଆସିଲା , ଚିଲିକାରେ ବଢ଼ିଲାଣି ବିଦେଶୀ ଅତିଥି ପକ୍ଷୀ

    ଶୀତ ଆସିଲା , ଚିଲିକାରେ ବଢ଼ିଲାଣି ବିଦେଶୀ ଅତିଥି ପକ୍ଷୀ

    ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆଜିଠୁ ଅନଲାଇନ୍ ଆବେଦନ, ରହିବେ ୨୫୦୦ ହବିଷ୍ୟାଳି