OAS ସ୍ତରରେ ଅଦଳବଦଳ

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି । ୧୪ଜଣଙ୍କୁ ବଦଳି କରାଯାଇଛି । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜସ୍ୱ ବୋର୍ଡ କୋର୍ଟ ଅଫିସର ଏନ୍ଏନ୍ ରାଜଲକ୍ଷ୍ମୀ ଓଝାଙ୍କୁ କଟକ ଟାଙ୍ଗୀ ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ ବଦଳି କରାଯାଇଛି ।
ସେହିପରି ପୁରୀର ଡେପୁଟି କଲେକ୍ଟର ବସନ୍ତ କୁମାର ହାତୀଙ୍କୁ ଜଟଣୀ ବିଡିଓ, ବୌଦ୍ଧ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନାଙ୍କୁ ଗଞ୍ଜାମ ସେରଗଡ଼ ବିଡିଓ ଭାବେ ବଦଳି କରାଯାଇଛି । କଟକ ଡିଏଲ୍ଆର୍ଏସ୍ର ଆସିଷ୍ଟାଣ୍ଟ ଡାଇରେକ୍ଟର ଲୋପାମୁଦ୍ରା ନାୟକଙ୍କୁ ସାଲେପୁର ବିଡିଓ, ନିରଞ୍ଜନ ପରିଡ଼ାଙ୍କୁ ଜଗତସିଂହପୁର ନୂଆଗାଁ, ଚଇଁନୁ ଗଣ୍ଡଙ୍କୁ ଚନ୍ଦାହାଣ୍ଡି, ଶୁଭଶ୍ରୀ ଟୁଡୁଙ୍କୁ ବାହାନଗା, ପି ମନସ୍ମିତାଙ୍କୁ କୋରାପୁଟ କୁନ୍ଦ୍ରା, ପରମାନନ୍ଦ ଖଣ୍ଢେଇଙ୍କୁ ବାଙ୍ଗିରିପୋଷି, ରାଧା ରଞ୍ଜନ ଦାସଙ୍କୁ ବାଲିଆପାଳ, ଶିବ ଶଙ୍କର ମୁର୍ମୁଙ୍କୁ କୁସୁମି, ଗୋପୀନାଥ ଖାକାଙ୍କୁ ତରଭା, ରଶ୍ମିତା ନାଥଙ୍କୁ ବାଲିଅନ୍ତା ବିଡିଓ ଭାବେ ବଦଳି କରାଯାଇଛି । ସେହିପରି ତରଭା ବିଡିଓ ଗଙ୍ଗାରାମ ବୁଡେକ୍ଙ୍କୁ ବିଭାଗକୁ ଫେରାଇ ଆଣିଦିଆଯାଇଛି ।ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • jmjnewso

    Related Posts

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    Spread the love

    Spread the love ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ଫାଇଲ୍ ଗାଏବ ହେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସମ୍ବେଦନଶୀଳ ମାମଲାରେ ଯେଉଁମାନେ ଦୋଷୀ ସେମାନେ ଜେଲ୍ ଯିବେ…

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିସନ ଫାଇଲ ହଜିବା ମାମଲାରେ ଏବେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମ୍ବେଦନଶୀଳ ଘଟଣାରେ ଆଜି ଏକ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ…

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମାଗେ ଜବାବ 30 ଜୁଲାଇ 2026

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    ଆହତ ପୁଲିସଙ୍କ ପାଇଁ ନ୍ୟାୟ ଦାବି : ଜୁଲାଇ ୩୧ରେ ଦିନିକିଆ ଧାରଣା

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOର ଫାଇଲ ଗାୟବ ଘଟଣାରେ ବିଜେପିର କଡ଼ା ଚେତାବନୀ : ଯିଏ ଦୋଷୀ ସେ ଜେଲ୍ ଯିବେ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    CMOରୁ ଫାଇଲ ନେଇଥିବା ଅଧିକାରୀ ଚିହ୍ନଟ, ଦରକାର ପଡ଼ିଲେ ବିଦେଶ ଯିବ ପୁଲିସ’ : ସୁରେଶ ପୂଜାରୀ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    କାର୍ଯ୍ୟାନୁଷ୍ଠାନ ପାଇଁ ୮ ରାଜ୍ୟକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…

    ବିଜେପି ର ପ୍ରଚାର ରେ ଲଗେଇଲେ କୋଡିଏ ଲକ୍ଷ!ଦୁର୍ନୀତିର ସର୍ବାଗ୍ରେ କୋଦଳା…