ସାଦା ପୋଷାକରେ ଗଞ୍ଜେଇକୁ ଧରିବାକୁ ଆସି ହଟହଟାହେଲା ପୋଲିସ

Spread the love

ଜେଏମଜେ ବ୍ୟୁରୋ : ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ । ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ ମାରିଲେ ଲୋକେ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ଗଞ୍ଜେଇ ବେପାରୀଙ୍କୁ ଧରିବାକୁ ଆସି ହଟହଟା ହୋଇଛି କଳାହାଣ୍ଡି ପୁଲିସ । ବାଲିଗୁଡ଼ା ଥାନା ପୁସାଙ୍ଗିଆ ଗ୍ରାମର ଜଣେ ଗଞ୍ଜେଇ ବେପାରୀକୁ ଧରିବାକୁ ଆସିଥିଲେ ।

ପରେ ଫୋନରେ ସମସ୍ତଙ୍କୁ କାରରେ କିଛି କଳାହାଣ୍ଡି ଲୋକ ଅପହରଣ ତାଙ୍କୁ କରିବାକୁ ଆସିଥିଲେ ସେମାନଙ୍କ ହାବୁଡ଼ରୁ ସେ ଖସି ଆସି ଜଙ୍ଗଲରେ ଅଛି । ସେମାନଙ୍କ ଗାଡିକୁ ଅଟକାଇବାକୁ କହିଥିଲା ବେପାରୀ । ପରେ ଲୋକେ କିଛି ନ ବୁଝି କୃତ୍ତମଗଡ ଟୋଲ ଗେଟ ନିକଟରେ ପୁଲିସ ଅଧିକାରୀ ଯାଉଥିବା କାରକୁ ଅଟକାଇଥିଲେ । ପୁଲିସ ଅଧିକାରୀ ମାନେ ସାଧା ପୋଷାକରେ ଥିବାରୁ ସେମାନଙ୍କ କଥା ଶୁଣିନଥିଲେ ଲୋକେ ।

ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ ଅଧିକାରୀ ଜୀବନ ବିକଳରେ ଦୌଡିବାରୁ ଲୋକଙ୍କ ସନ୍ଦେହ ବଢିଥିଲା । ଏହା ପରେ ଲୋକ ରୁଣ୍ଡ ହୋଇଯିବା ସହ ମାଡ ମାରିଥିଲେ । ଏହି ସମୟରେ ଜଣେ ପୁଲିସ ଅଧିକାରୀ ନିଜକୁ ବନ୍ଧୁକକୁ କାଢି ଭୟଭିତ କରିବା ପରେ ଲୋକ ଶାନ୍ତ ହୋଇ ତୁମୁଡ଼ିବନ୍ଧ ପୁଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ପୁଲିସ ପହଞ୍ଚି ସାଧା ପୋଷାକ ରେ ଥିବା ତିନି ପୁଲିସ ଅଧିକାରୀକୁ ମୁକୁଳେଇବା ସହ ଥାନାକୁ ଆଣିଥିଲେ ।

  • jmjnewso

    Related Posts

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ‘ନୂଆଁଖାଇ’ ଉତ୍ସବ ପାଳନ କରାଯିବ । ଏଥିଲାଗି ସ୍ୱତନ୍ତ୍ର ଡକରା ପାଇ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ୫ଟି ସାଂସ୍କୃତିକ ଦଳ । ସେ ଭିତରେ ରହିଛନ୍ତି ଅବିଭକ୍ତ…

    ଗଣେଶ ପୂଜା ପେଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ,ମଣ୍ଡପ ଜଳିପୋଡ଼ି ଛାରଖାର

    Spread the love

    Spread the loveସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି ।…

    Leave a Reply

    Your email address will not be published. Required fields are marked *

    You Missed

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 27 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 26 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 33 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    • By jmjnewso
    • September 15, 2026
    • 39 views
    ରକ୍ତରେ ଭିଜିଲା ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ

    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    • By jmjnewso
    • September 15, 2026
    • 28 views
    ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା

    • By jmjnewso
    • September 15, 2026
    • 35 views
    ଢେମ୍‌ସାରେ ଦୁଲୁକିବ ରାଷ୍ଟ୍ରପତି ଭବନ, ନୂଆଁଖାଇ ଉତ୍ସବରେ ଭାଗନେବାକୁ କୋଟପାଡ଼ କଳାବିକାଶ କେନ୍ଦ୍ରକୁ ଡକରା