୭୬ତମ ବନ ମହୋତ୍ସବ ପାଳିତ

Spread the love

କଳାହାଣ୍ଡି:(ଜେଏମଜେ ନ୍ୟୁଜ): ସରକାରଙ୍କ ପକ୍ଷରୁ ମାଁ ପାଇଁ ଗଛଟିଏ ଓ ଭଉଣୀ ପାଇଁ ଗଛ ଟିଏ ନୈ ଜୁଲାଇ ମାସର ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଅଧିନରେ ୭୬ତମ୍ ବନ ମହୋତ୍ସବ ସପ୍ତାହ ପାଲିତ ହୋଇ ଆସୁଅଛି , ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ବନାଞ୍ଚଳ ଅଧିକାରି ଚିନ୍ମୟ କୁମାର ଗର୍ତିଆ ଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇ ଯାଉଛି, ଏହି ପରିପ୍ରେକ୍ଷୀରେ ଆଜି ଦଶପୁର ଭଣ୍ଡାର ଘରୁଣି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ କରା ଯାଇ ଥିଲା, ଏ ନେଇ ଦଶପୁର ଫରେଷ୍ଟର ପ୍ରଦୀପ କୁମାର ବିଶିଙ୍କ ନେତୃତ୍ବରେ ଥିବା ବେଳେ, ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଏବିଓ ଲବଣୀ କୁମାର ନାଏକ, ପ୍ରଧାନ ଶିକ୍ଷକ ମୟୂରଲାଲ ଭୋଇ ଓ ଆମ ଜଙ୍ଗଲ ଯୋଜନା ରୁ ବିକାଶ କୁମାର ତାଣ୍ଡି ଙ୍କ ଉପସ୍ଥିତରେ ବନ ମହୋତ୍ସବ ସପ୍ତାହ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀଙ୍କ ଗହଣରେ ବନ ମହୋତ୍ସବ ପାଳନ କରା ଯାଇ ଥିଲା, ଏହି ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ମୃତ୍ୟୁଞ୍ଜୟ କବୀର, ବିଭୁତି ଭୁଷଣ ବାଗ, ମହେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର, ନିରଞ୍ଜନ ନାଇକ, ଦେବ ରାଜ ସା, ହେମନ୍ତ ରାଉତ, ରାଘବ ଭୋଇ, ଅଜୟ କୁମାର ମହାନନନ୍ଦ, ଆସିଶୀ ବାଗ ପ୍ରମୁଖ ତଥା ଧର୍ମଗଡ କୋର୍ଟପକ୍ଷରୁ ଆଇନଜୀବୀ ସୁଧୀର କୁମାର ସାହୁ , ନରୋତ୍ତମ ସାହୁ, ଓ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ପ୍ରମୁଖଙ୍କ ଉପସ୍ଥିତରେ ପ୍ରତି ବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ କାହିକି ବନ ମହୋତ୍ସବ ପାଳନ କରନ୍ତି ତାହା ବିସ୍ତୃତ ଭାବେ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କ ଗହଣରେ ସରଲ ଭାବରେ ବୁଝାଇ ଥିଲେ, ଏହା ପରେ ଦଶପୁରର ମାଁ ଇଷ୍ଟ ଦେବୀଙ୍କୁ ନାଆଁରେ ଓ ହୁଲ ହୁଳି ଶବ୍ଦରେ ଜୟ ଘୋଷ ନାରା ଦେଇ ନିମ୍ବ ବୃକ୍ଷରେ ଦୀପ ପୁଷ୍ପ, ସିନ୍ଦୁର ପ୍ରଦାନ କରି ବୃକ୍ଷ ରୋପଣ କରି ଥିଲେ,ଆସନ୍ତୁ ଶୁଣିବା ଆମ ଜଙ୍ଗଲ ଯୋଜନା ରୁ ବିକାଶ କୁମାର ତାଣ୍ଡି ଓ ପ୍ରଧାନ ଶିକ୍ଷକ ମୟୁରୁ ଲାଲ ଭୋଇ ଏବଂ ଦଶ ପୁର ଫରେଷ୍ଟର, ପ୍ରଦୀପ କୁମାର ବିଷି ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ,

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    • By jmjnewso
    • September 14, 2026
    • 3 views
    ଅକ୍ଟୋବରରୁ ବଢ଼ିପାରେ ବାତ୍ୟା ବିପଦ, ୩ ମାସରେ ୩ ବାତ୍ୟା ସମ୍ଭାବନା

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ