ପିତବାସ ପଣ୍ଡା ହତ୍ୟା ମାମଲା..ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ।

ଜେଏମଜେ ବ୍ୟୁରୋ : ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ…

ନବୀନଙ୍କ ସନ୍ତାନ ଥିଲେ ଏ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?ପ୍ରଶ୍ନ କଲେ ଶ୍ରୀମୟୀ.

ଜେଏମଜେ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କ କୌଣସି ପୁଅ କିମ୍ବା ଝିଅ ଥିଲେ କ’ଣ ହୋଇଥାନ୍ତା ? ଉପନିର୍ବାଚନ ପ୍ରଚାର ପାଇଁ ଏଭଳି ଅସୁସ୍ଥ ଅବସ୍ଥାରେ ତାଙ୍କୁ ଯିବାକୁ ଦେଇଥାନ୍ତେ କି ? ଏହି ପ୍ରଶ୍ନର ଉତ୍ତର ରାଜନୀତିଠୁ ଊର୍ଦ୍ଧ୍ଵରେ ସମସ୍ତଙ୍କ ମୁହଁରେ…

କର ବା ମର ସ୍ଥିତିରେ ବିଜେପି, ବିଜେଡି ଓ କଂଗ୍ରେସ

👉ନେତାମୟ ନୂଆପଡା👉ଆଜି ମୋହନ, କାଲି ପୁଣି ନବୀନ-👉 ନୂଆପଡା ଭୋଟ, ବିଜେଡି ଓ ନବୀନଙ୍କ ଭବିଷ୍ୟତର ସମ୍ମାନ👉ଗଡ଼ ଜଗିଛନ୍ତି ବର୍ତ୍ତମାନ-ପୂର୍ବତନ ମନ୍ତ୍ରୀ ଜେଏମଜେ ବ୍ୟୁରୋ : ନୂଆପଡା ଉପ ନିର୍ବାଚନ ତିନୋଟି ପ୍ରମୁଖ ରାଜନୈତିକ ଦଳ ପାଇଁ କର ବା ମର…

୨୪ ବର୍ଷରେ ମାତୃଭାଷା ଓଡ଼ିଆ ପାରିଲେନି ନବୀନ’: ବିଷ୍ଣୁଦେବ ସାଏ

ଜେଏମଜେ ବ୍ୟୁରୋ : କଥା ଛଳରେ ତୀର ମାରିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । କହିଲେ, “୨୪ ବର୍ଷ ଶାସନରେ ରହିଲେ, ହେଲେ ମାତୃଭାଷା ଓଡ଼ିଆ ଶିଖି ପାରିଲେନି ରାଇଜ ମୁଖିଆ । କିନ୍ତୁ ହିମାଚଳର ଝିଅ, ଓଡ଼ିଶାର ବୋହୂ…

ଆରଆଇ ପରୀକ୍ଷା ଆରମ୍ଭରୁ ବିଭ୍ରାଟ, ସର୍ଭର ଡାଉନ୍‌ ପାଇଁ ଅନେକ କେନ୍ଦ୍ରରେ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା।

ଜେଏମଜେ ବ୍ୟୁରୋ : ଆରଆଇ ପରୀକ୍ଷାରେ ବିଭ୍ରାଟ । ସର୍ଭର ଡାଉନ୍ ଯୋଗୁଁ ଅନେକ ସ୍ଥାନରେ ପରୀକ୍ଷା ଦେଇ ପାରିନାହାନ୍ତି ଆଶାୟୀ । ରାଜ୍ୟରେ ୮୫ରୁ ଅଧିକ ସ୍ଥାନରେ ଆରଆଇ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଥମ ସିଟିଂ ଆରମ୍ଭ…

ଚିଟ୍‌ ଫଣ୍ଡ ମାମଲା: ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ

ହ୍ମପୁର: (ଜେଏମଜେ ନ୍ୟୁଜ ): ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି।…

ଆଗକୁ ଥରେଇବ ଶୀତ: ରାତିର ତାପମାତ୍ରା ୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଜେଏମଜେ ବ୍ୟୁରୋ : ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।ରାଜ୍ୟର ଅନେକ…

ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ

ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା…

ସାଲୁର ଘାଟିରେ ହୁତୁହୁତୁ ହୋଇ ଜଳିଲା OSRTC ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍, ସମସ୍ତ ଯାତ୍ରୀ ସୁରକ୍ଷିତ.।

କୋରାପୁଟ : (ଜେଏମଜେ ବ୍ୟୁରୋ ): ସାଲୁର ଘାଟିରେ ଓଏସଆରଟିସି ଇଣ୍ଟରଷ୍ଟେଟ୍ ଏକ୍ସପ୍ରେସ୍ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଛି।ବସ୍‌ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ହୁତୁହୁତୁ  ହୋଇ…

ଆଜି ବିହାର ନିର୍ବାଚନ:ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୧୮ ଜିଲ୍ଲା ୧୨୧ ଆସନ ପାଇଁ ୧୩୧୪ ପ୍ରାର୍ଥୀ

ଜେଏମଜେ ବ୍ୟୁରୋ : ବିହାରର ୧୮ଟି ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି (ଗୁରୁବାର) ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୧୩୧୪ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ପ୍ରସାଦ ଯାଦବ, ବିହାର…