ସ୍କୁଲ ପିଲାଙ୍କ ହାଉସ୍‌ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ: ବିଦ୍ୟାର୍ଥୀ ପକାଇବେ ଗେରୁଆ ଆଇ-କାର୍ଡ

ଜେଏମଜେ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ)ରେ ଲାଗିବ ଗେରୁଆ ରଙ୍ଗ। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ୮ମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ…

ସୁଭଦ୍ରା’ରେ ସାମିଲ ହେବେ କୋଟିଆ ବାସିନ୍ଦା: ୧ କୋଟି ୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯିବ

ଜେଏମଜେ ବ୍ୟୁରୋ : ଅଗଷ୍ଟ ୯ରେ ଜୟପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟର ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ବାଣ୍ଟିବେ…

ଧନଖର, ମୋଦିଙ୍କୁ ନେଇ ଖାର୍ଗେଙ୍କ ମନ୍ତବ୍ୟ. ରାଜନୀତିରେ ହଇଚଇ

ଜେଏମଜେ ବ୍ୟୁରୋ : ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ରାଜନୀତି ଜୋର ଧରିଛି। ଏହି ସମୟରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି , ଏହା ଧନଖର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଖୁବଶୀଘ୍ର ଘୋଷଣା ହେବ ମନମୋହନ ସାମଲଙ୍କ ନୂଆ ଟିମ.

ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଙ୍କ ବସଭାବନ ରେ ଚାଲିଛି ବିଜେପି ର ଗୁରୁତ୍ୱପୂର୍ଣ ବୈଠକ.. ବିଜେପିର ନୂଆ ରାଜ୍ୟ ସଭାପତି ନିର୍ବାଚିତ ହେବା ପରେ ଏବେ ନୂଆ ଟିମ୍‌ ଗଠନ ପାଇଁ ଆରମ୍ଭ ହୋଇଛି କସରତ । ଏଥିଲାଗି ଚାଲିଛି…

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌

ଜେଏମଜେ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ବଡ଼ ଘୋଷଣା । ଏଣିକି ମାସକୁ ସାମ୍ବାଦିକଙ୍କୁ ମିଳିବ ୧୫ ହଜାର ପେନ୍‌ସନ୍‌ । ବିହାର ସାମ୍ବାଦିକ ସମ୍ମାନ ଯୋଜନା ଅଧୀନରେ ରାଜ୍ୟର ଯୋଗ୍ୟ ସାମ୍ବାଦିକମାନଙ୍କୁ ମାସିକ ୧୫…

ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବ ‘ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା’

ଜେଏମଜେ ବ୍ୟୁରୋ : କେନ୍ଦ୍ରୀୟ କ୍ୟାବିନେଟ ଦ୍ୱାରା ଅନୁମୋଦିତ ନିଯୁକ୍ତି ସଂଲଗ୍ନ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ୧ ଅଗଷ୍ଟ, ୨୦୨୫ ରୁ “ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା (ପିଏମ-ଭିବିଆରଓ୍ବାଇ)” ଭାବରେ କାର୍ଯ୍ୟକାରୀ ହେବ। ଏହି ନାମ ବିକଶିତ ଭାରତ ପଦକ୍ଷେପ…

୨୦୨୫ରେ ସରିବ ପାନୀୟ ଜଳ ପ୍ରକଳ୍ପ, ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ: ମନ୍ତ୍ରୀ

ଜେଏମଜେ ବ୍ୟୁରୋ : ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ…

ଏଣିକି ଓଡ଼ିଆରେ ପାଠ ପଢ଼ିବେ +୨ ବିଜ୍ଞାନ ଛାତ୍ରଛାତ୍ରୀ

ଜେଏମଜେ ବ୍ୟୁରୋ : ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ବିଦ୍ୟାଳୟ ଓ…

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର:(ଜେଏମଜେ ବ୍ୟୁରୋ ): ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା…

୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକ

ଜେଏମଜେ ବ୍ୟୁରୋ : ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର। ୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଏହି ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ରାତିସାରା ଚାଲିଥିଲା ଅପରେସନ୍। ଅପରେସନରେ ସାମିଲ୍ ହୋଇଥିଲେ ପୋଲିସ୍, ଅଗ୍ନିଶମ…